ଗଞାମ, ୪ ଜାନୁଆରୀ (ହି.ସ.)- ବୁଗୁଡା ବ୍ଳକ ଗୋଲିଆ ଅଂଗନବାଡି କେନ୍ଦ୍ର ୨ରେ ବୁଗୁଡା ଆଇସିଡିଏସ୍ ପକ୍ଷରୁ ମୋ ଗେହ୍ଲାଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଂଗନବାଡି କର୍ମୀ ଗୋଲାପ ପ୍ରଧାନଙ୍କ ପରିଚାଳନାରେ ସିଡିପିଓ ବବିତା କୁମାରୀ ପଣ୍ଡା ଓ ସୁପରଭାଇଜର କୁସୁମ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ କନ୍ୟା ଭୃଣହତ୍ଯାକୁ ରୋକିବା ଶିଶୁ କନ୍ୟା କଂଯତ୍ନଓ ସୁରକ୍ଷା ଉପରେ ସଚେତନ କରିଥିଲେ ।
ହିନ୍ଦୁସ୍ଥାନସମାଚାର/ହୃଷୀକେଶ/ପ୍ରଦୀପ୍ତ/ସମନ୍ୱୟ
