ଭୁବନେଶ୍ୱର, 1 ନଭେମ୍ବର (ହି.ସ.) ବେଆଇନ ବାଣ ଗୋଦାମ ଉପରେ ଚଢାଉ । ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ 9ନମ୍ବର ୱାର୍ଡରେ ବେଆଇନ ଭାବେ ଚାଲିଥିଲା ବାଣ ଗୋଦାମ । ବିନା ଲାଇସେନ୍ସରେ ରଞ୍ଜିତ କୁମାର ପୁଥାଳ ବାଣ ଗୋଦାମ କରିଥିଲେ । ତେବେ ଖବର ପାଇଁ ପୋଲିସ ଏହି ଗୋଦାମ ଉପରେ ଚଢାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
