• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ବନ୍ଧୁକ ମୁନରେ ଟ୍ରାନ୍ସପୋର୍ଟ କାର୍ଯ୍ୟାଳୟରୁ ନଗଦ ୩ ଲକ୍ଷ ୫୦ ହଜାର ଲୁଟ୍
Regional

ବନ୍ଧୁକ ମୁନରେ ଟ୍ରାନ୍ସପୋର୍ଟ କାର୍ଯ୍ୟାଳୟରୁ ନଗଦ ୩ ଲକ୍ଷ ୫୦ ହଜାର ଲୁଟ୍

CliQ INDIA
Last updated: November 13, 2025 8:31 pm
CliQ INDIA
Share
2 Min Read
SHARE

ରାଉରକେଲା, ୧୩ ନଭେମ୍ବର (ହି.ସ.)- ବନ୍ଧୁକ ମୁନରେ ଲୁଟ୍ । ନଗଦ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ରାଉରକେଲା ପୋଲିସ ଜିଲ୍ଲା ଅନ୍ତର୍ଗତ କୋଇଡ଼ା ଅଂଚଳରେ ଥିବା ଏକ ଟ୍ରାନ୍ସପୋର୍ଟ କାର୍ଯ୍ୟାଳୟରେ ଗତକାଲି ବିଳମ୍ବିତ ରାତିରେ ସଶସ୍ତ୍ର ଲୁଟେରା ପଶି ସିସି କ୍ୟାମେରା ସମ୍ମୁଖରେ ଅଫିସ ଭିତରେ ଭଙ୍ଗାରୁଜା କରିବା ସହ କର୍ମଚାରୀଙ୍କୁ ଧମକ ଚମକ ଦେଖାଇ ନଗଦ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ନିକଟସ୍ଥ ଲହୁଣୀପଡା ଥାନାରେ କମ୍ପାନୀ ପକ୍ଷରୁ ଏତଲା କରାଯାଇଛି ।

ସୂଚନା ଅନୁଯାୟୀ, ରାଉରକେଲା ପୋଲିସ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଠାରୁ ୧୦୦ କି.ମି. ଦୂରରେ ଥିବା କୋଇଡ଼ା ଅଂଚଳରେ ଅନେକ ଖଣି ଖାଦାନ ଓ ଟ୍ରାନ୍ସପୋର୍ଟ କାର୍ଯ୍ୟାଳୟ ରହିଛି । ସେଠାରେ କୋଇଡ଼ାର ଏକ ଥାନା ରହିଥିବା ବେଳେ ବଣେଇ ଉପଖଣ୍ଡ ଏସଡିପିଓ ଏହାକୁ ତଦାରଖ କରିଥାନ୍ତି । କିନ୍ତୁ, ବିଗତ କିଛି ମାସ ଧରି ଦେଖାଯାଉଛି, ରାସ୍ତାରୁ ଟଙ୍କା ଲୁଟ୍ ଓ ଦାଦା ବଟି ଆଦାୟ ଭଳି କାର୍ଯ୍ୟାକଳାପ ବଢି ଚାଲିଛି । ଅନୁରୂପ ଘଟଣା କ୍ରମେ ଗତକାଲି ବିଳମ୍ବିତ ରାତିରେ ଲହୁଣୀପଡା ଥାନା ଟେନସା ଫାଣ୍ଡି ଅନ୍ତର୍ଗତ ବରସୁଆଁ ରେଳ ଷ୍ଟେଶନ ସାଇଡିଂ ନିକଟରେ ଥିବା ବଜରଙ୍ଗ ଅଗ୍ରୱାଲଙ୍କ ବିଏନଆର ଟ୍ରାନ୍ସପୋର୍ଟ କାର୍ଯ୍ୟାଳୟରେ ଲୁଟେରା ମାନେ ପଶି ଟଙ୍କା ଲୁଟ୍ କରିବା ସହ ସେଠାରେ ଆତଙ୍କ ସୃଷ୍ଟି କରିଛନ୍ତି । ଅପରାଧୀ ମାନେ ଏହି ଅପରାଧକୁ ଘଟାଇବାରେ ଏକ ସ୍କର୍ପିଓ ଗାଡି ବ୍ୟବହାର କରିଥିଲେ ଏବଂ ମୁହଁରେ ମୁଖା ପିନ୍ଧିଥିଲେ । ସେମାନେ ୫ରୁ ୬ ଜଣ ଥିଲେ । ସେମାନଙ୍କର ବୟସ ୨୫ରୁ ୩୦ ବର୍ଷ ମଧ୍ୟରେ ବୋଲି ଅଭିଯୋଗ ହୋଇଛି । ଲୁଟେରାମାନେ ଟ୍ରାନ୍ସପୋର୍ଟ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିବା ସହ କାର୍ଯ୍ୟାଳୟରେ ଥିବା କର୍ମଚାରୀଙ୍କୁ ମାଡ ମାରିଥିଲେ । ଧମକ ଚମକ ଦେଇ ବନ୍ଧୁକ ମୁନରେ ପ୍ରାୟ ୩ ଲକ୍ଷ ୫୦ ହଜାର ଟଙ୍କା ଲୁଟି ଫେରାର୍ ହୋଇଯାଇଥିଲେ । ଏ ସଂକ୍ରାନ୍ତରେ ଲହୁଣୀପଡା ଥାନାରେ ସିସିଟିଭି ଭିଡିଓ ପ୍ରମାଣ ସହ ଏତଲା ଦେଇଛନ୍ତି ବିଏନଆର ଟ୍ରାନ୍ସପୋର୍ଟ କାର୍ଯ୍ୟାଳୟର ପ୍ରବନ୍ଧକ ।

ଏଠାରେ ଉଲ୍ଲେଖଯୋଗ୍ୟ, ବଣେଇ ଉପଖଣ୍ଡ ସମସ୍ତ ଥାନା ଅଂଚଳରେ ବାରମ୍ବାର ଓ ଦୈନିକ ହେଉଥିବା ଡକାୟତି ପାଇଁ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହେବା ସହ ପୋଲିସକୁ ଲଗାତାର ଭାବେ ଦୁର୍ବୃତମାନେ ଚ୍ୟାଲେଞ୍ଜ ଦେଉଛନ୍ତି । ଏହାକୁ ରୋକିବା ପାଇଁ ନିୟମିତ ବିଳମ୍ବିତ ରାତି ଯାଏଁ ପାଟ୍ରୋଲିଂ କରିବାର ନିୟମ ଥିଲେ ସୁଦ୍ଧା ସମ୍ପୃକ୍ତ ଥାନା ପକ୍ଷରୁ ନିରବତା ଅବଲମ୍ବନ କରାଯାଉଥିବାରୁ ବର୍ତମାନ ଅପରାଧୀଙ୍କ ଚରାଭୂଇଁ ପାଲଟିଛି କୋଇଡ଼ା ଓ ଟେନସା ଅଂଚଳ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ

You Might Also Like

ଧନତେରସର ଶୁଭକାମନା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ବ୍ରହ୍ମପୁରରେ ହୀରା କାରବାରକୁ ନେଇ ଗୁଳିକାଣ୍ଡ
ଯୋଗାଣ ଅଧିକାରୀଙ୍କୁ ଭେଟିଲେ ମିଲର ସ˚ଘ ମିଲର ଉଠାଇବେ ଝୋଟ ଅଖାରେ ଧାନ
କଇଁ ଫୁଲ ତୋଳିବାକୁ ଯାଇ ଟିକରପଡା ବନ୍ଧରେ ବୃଦ୍ଧ ମୃତ
ପ୍ରକାଶ ପାଇଲା ଓସିଏସ୍ ରେଜଲ୍ଟ , ୩୯୮ କୃତକାର୍ଯ୍ୟ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ସାର କଳାବଜାରୀ ରୋକିବା ପାଇଁ କେନ୍ଦ୍ରର ବଡ଼ କାର୍ଯ୍ୟାନୁଷ୍ଠାନ, 3.17 ଲକ୍ଷ ଚଢାଉ, 3,645 ଲାଇସେନ୍ସ ବାତିଲ ଏବଂ 418 ଏଫଆଇଆର ପଞ୍ଜିକୃତ
Next Article କୋଲକାତାରେ କଡ଼ା ସୁରକ୍ଷା ବ୍ୟବସ୍ଥା, ଇଡନ ଗାର୍ଡେନ୍ସ ଟେଷ୍ଟ ମ୍ୟାଚ୍ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?