ଗଞାମ, ୩୦ ଡିସେମ୍ବର (ହି.ସ.)- ବ୍ରହ୍ମପୁର ଟାଉନ ଏସଡିପିଓ ରୂପେ କାର୍ଯ୍ୟରତ ଥିବା ରାଜୀବଲୋଚନ ପଣ୍ଡାଙ୍କୁ ଏଏସପି ରାକଂକୁ ପଦୋନ୍ନତି ମିଳିଛି । ପଦୋନ୍ନତି ପରେ ତାଙ୍କୁ ଗଞାମ ପୁଲିସ୍ ଜିଲାର ଏଏସପି(ଆଇୟୁସିଏଡବଲ୍ଯୁ) ଭାବେ ନିଯୁକ୍ତି ଦିଆଯାଇଛି । ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରେ ଅଭିନନ୍ଦନ ଜ୍ଞାପନ କରାଯାଇଛି। ବ୍ରହ୍ମପୁର ଏସଡିପିଓ ଥିବାବେଳେ ସେ ସହରର ଅପରାଧ ଓ ଆଇନ ଶୃଖଂଳା ନିୟନ୍ତ୍ରଣ କ୍ଷେତ୍ରରେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ହୃଷୀକେଶ/ପ୍ରଦୀପ୍ତ/ସମନ୍ୱୟ
