ଭୁବନେଶ୍ୱର, 10 ଅକ୍ଟୋବର (ହି.ସ.)- ଜାତୀୟ ଡାକ ଦିବସର ଶୁଭେଚ୍ଛା
ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସ ପ୍ରଭାତି ପରିଡା
କହିଛନ୍ତି ଯେ, ହାତଲେଖା ଚିଠିରୁ ଡିଜିଟାଲ୍ ବାର୍ତ୍ତା ପର୍ଯ୍ୟନ୍ତ,
ଯୋଗାଯୋଗ
ମାଧ୍ୟମ ରହିଛି ଡାକ। ଜାତୀୟ ଡାକ ଦିବସରେ ଭାରତ ଡାକ ବିଭାଗକୁ ଶୁଭେଚ୍ଛା ଓ ଅଭିନନ୍ଦନ!
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
