ଭୁବନେଶ୍ୱର, 9 ନଭେମ୍ବର (ହି.ସ.)ଓଡ଼ିଶାରେ ଉଦଘାଟିତ ହେଲା ସର୍ବପ୍ରଥମ ଅନ୍ତର୍ଜାତୀୟ ମିଲେଟ୍ କନକ୍ଲେଭ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ଜନତା ମଇଦାନରେ ମିଲେଟ ଉପରେ ସର୍ବପ୍ରଥମ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟନ କରିଛନ୍ତି। ଅନ୍ତର୍ଜାତୀୟ କନକ୍ଲେଭ ମିଲେଟ୍ ଓଡ଼ିଶା-2023ର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ହିତାଧିକାରୀଙ୍କ ଉଦ୍ୟମ ଏବଂ ରଣନୀତିକୁ ପୁନଃ ସମୀକ୍ଷା କରିବା, ଯାହାକି ମିଲେଟ ପାଇଁ ଭବିଷ୍ୟତର ରୋଡମ୍ୟାପ ପ୍ରସ୍ତୁତ କରିବ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
