
ନୂଆଦିଲ୍ଲୀ, 19 ଜାନୁଆରୀ (ହି.ସ.) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଡିଜିଟାଲ ରୂପାନ୍ତରଣ ପାଇଁ ଜନସଂଖ୍ୟା ସ୍କେଲରେ କାର୍ଯ୍ୟକାରୀ ସଫଳ ଡିଜିଟାଲ ସମାଧାନ ଆଦାନପ୍ରଦାନ କ୍ଷେତ୍ରରେ ସହଯୋଗ ନିମନ୍ତେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ମାଧ୍ୟମରେ ଭାରତ ସରକାର ଏବଂ ସୂଚନା, ଯୋଗାଯୋଗ ଏବଂ ଡିଜିଟାଲ ଅର୍ଥନୀତି ମନ୍ତ୍ରଣାଳୟ ମାଧ୍ୟମରେ କେନିଆ ସରକାରଙ୍କ ମଧ୍ୟରେ ଡିସେମ୍ବର ୫, ୨୦୨୩ରେ ସ୍ୱାକ୍ଷରିତ ବୁଝାମଣାପତ୍ର ବିଷୟରେ ଅବଗତ କରାଯାଇଥିଲା ଏବଂ ବୁଝାମଣାପତ୍ରକୁ କ୍ୟାବିନେଟ କେନ୍ଦ୍ର ଅନୁମୋଦନ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
