• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > National > ଜିଏସଟି ହ୍ରାସ ଯୋଗୁ ଗତ 10 ବର୍ଷ ମଧ୍ୟରେ ନବରାତ୍ରୀରେ ସର୍ବାଧିକ ବିକ୍ରି ରେକର୍ଡ
National

ଜିଏସଟି ହ୍ରାସ ଯୋଗୁ ଗତ 10 ବର୍ଷ ମଧ୍ୟରେ ନବରାତ୍ରୀରେ ସର୍ବାଧିକ ବିକ୍ରି ରେକର୍ଡ

CliQ INDIA
Last updated: October 4, 2025 9:55 am
CliQ INDIA
Share
3 Min Read
SHARE

ନୂଆଦିଲ୍ଲୀ, 03 ଅକ୍ଟୋବର (ହି.ସ.) କିଛି ଦିନ ପୂର୍ବରୁ ମୋଦୀ ସରକାର ଜିଏସଟି ଟିକସ ଦର ହ୍ରାସ କରିବା ସହ ବିଭିନ୍ନ ଉତ୍ପାଦକୁ ସୁଲଭ କରିଥିବା କାରଣରୁ ଗତ ଏକ ଦଶନ୍ଧି ମଧ୍ୟରେ ଭାରତର ଉପଭୋକ୍ତା ଅର୍ଥବ୍ୟବସ୍ଥାରେ ସର୍ବାଧିକ ବିକ୍ରିର ରେକର୍ଡ ପ୍ରତିଷ୍ଠା ହୋଇଛି। ଏହି ପଦକ୍ଷେପ କେବଳ ଦରଦାମ ହ୍ରାସ କରିନାହିଁ ବରଂ ଉପଭୋକ୍ତାଙ୍କ ଆକାଂକ୍ଷାକୁ ପୂରଣ କରିଛି । ପରିବାରଗୁଡ଼ିକ ସେମାନଙ୍କ ପାଇଁ ବଡ଼ ଗାଡ଼ି କିଣିବାକୁ ସକ୍ଷମ ହୋଇଛନ୍ତି। ଗୃହ ଉପକରଣରେ ଅଧିକ ଟଙ୍କା ଖର୍ଚ୍ଚ କରିପାରିଛନ୍ତି। ସେମାନେ ଜୀବନଶୈଳୀ ଉତ୍ପାଦ କିଣିବାରେ ହାତଖୋଲା ଖର୍ଚ୍ଚ କରିଛନ୍ତି । ଏସବୁ ଫଳରେ ଉପଭୋକ୍ତାଙ୍କ ପାର୍ବଣ କିଣାକିଣି ସବୁ ରେକର୍ଡ ଟପିଛି ।

ଅଗ୍ରଣୀ କାର୍ ନିର୍ମାତା ମାରୁତି ସୁଜୁକିର ବିକ୍ରି ଚଳିତ ନବରାତ୍ରୀରେ 100% ବୃଦ୍ଧି ପାଇଛି। କମ୍ପାନୀର କାର୍ ବିକ୍ରି ପୂର୍ବବର୍ଷ ତୁଳନାରେ ଦୁଇ ଗୁଣ ବୃଦ୍ଧି ପାଇଛି ଯାହାକି ଗତ ଏକ ଦଶନ୍ଧି ମଧ୍ୟରେ ସର୍ବାଧିକ। ମାରୁତି ସୁଜୁକିର ବୁକିଂ ଦେଢ଼ ଲକ୍ଷ ଅତିକ୍ରମ କରିଥିବା ବେଳେ ଏହା ଖୁବଶୀଘ୍ର ଦୁଇ ଲକ୍ଷ ଛୁଇଁବ ବୋଲି ଅନୁମାନ କରାଯାଉଛି । ଏହି ନବରାତ୍ରୀର ଶେଷ ଦିନରେ କମ୍ପାନୀ 85 ହଜାର ଗାଡ଼ି ବିକ୍ରି କରିଛି ।

ନବରାତ୍ରୀର ପ୍ରଥମ ଆଠ ଦିନରେ ମାରୁତି ସୁଜୁକି 1 ଲକ୍ଷ 65 ହଜାର ବାହନ ବିକ୍ରି କରିଛି। ନବରାତ୍ରୀର ପ୍ରଥମ ଦିନ କମ୍ପାନୀ ରେକର୍ଡ 30 ହଜାର କାର ବିକ୍ରି କରିଥିଲା ଯାହା ବିଗତ 35 ବର୍ଷ ମଧ୍ୟରେ ଗୋଟିଏ ଦିନରେ ବିକ୍ରି ହୋଇଥିବା ଗାଡ଼ି ସଂଖ୍ୟା ଦୃଷ୍ଟିରୁ ଏକ ରେକର୍ଡ। ଏକ୍ସୟୁଭି 700 ଏବଂ ସ୍କର୍ପିଓ ଏନ୍ ଭଳି ଲୋକପ୍ରିୟ ଏସୟୁଭି କାର୍ ବିକ୍ରି କରୁଥିବା କମ୍ପାନୀ ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରା ପୂର୍ବବର୍ଷ ତୁଳନାରେ 60% ଅଧିକ ଗାଡ଼ି ବିକ୍ରି କରିଛି । ହ୍ୟୁଣ୍ଡାଇର କ୍ରେଟା ଏବଂ ଭେନ୍ୟୁ ଭଳି ଏସୟୁଭିର ମୋଟ୍ ବିକ୍ରିରେ 72% ବୃଦ୍ଧି ଦେଖାଯାଇଛି । ପାର୍ବଣ ଋତୁରେ ଟାଟା ମୋଟର୍ସ 50,000 ଗାଡ଼ି ବିକ୍ରି କରିଛି । ଅଲଟ୍ରୋଜ୍, ପଞ୍ଚ, ନେକ୍ସନ ଓ ଟିଆଗୋ ମଡେଲର ଚାହିଦା ଅଧିକ ରହିଛି ।

ସେହିପରି ହିରୋ ମୋଟ୍ କର୍ପ ଭଳି ଦୁଇ ଚକିଆ ଯାନ ନିର୍ମାତାଙ୍କ ଗ୍ରାହକଙ୍କ ସଂଖ୍ୟା ମଧ୍ୟ ଦୁଇ ଗୁଣ ବୃଦ୍ଧି ପାଇଛି । ବଜାଜ ଅଟୋ ବିକ୍ରି ମଧ୍ୟ ନବରାତ୍ରୀ ସମୟରେ ବୃଦ୍ଧି ପାଇଛି ।

ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଏଲଜି, ହାୟର ଓ ଗୋଦ୍ରେଜ ଭଳି କମ୍ପାନୀର ବିକ୍ରି ନବରାତ୍ରୀ ସମୟରେ ପୂର୍ବବର୍ଷ ତୁଳନାରେ ଦୁଇ ଗୁଣ ବୃଦ୍ଧି ପାଇଛି । ହାୟର କମ୍ପାନୀର ବିକ୍ରି 85% ବୃଦ୍ଧି ପାଇଛି। ଅଢ଼େଇ ଲକ୍ଷ ଟଙ୍କାରୁ ଅଧିକ ଦାମର 85 ଏବଂ 100 ଇଞ୍ଚ ଟିଭି ବିକ୍ରିରେ କମ୍ପାନୀ ଏହାର ଦୀପାବଳି ଷ୍ଟକକୁ ଅତିକ୍ରମ କରିଛି । ଏହି ସମୟ ମଧ୍ୟରେ କମ୍ପାନୀ 300ରୁ350ଟି 65 ଇଞ୍ଚ ଟିଭି ବିକ୍ରି କରିଛି । ଭାରତର ସବୁଠୁ ବଡ଼ ଖୁଚୁରା ବିକ୍ରେତା ରିଲାଏନ୍ସ ରିଟେଲର ବିକ୍ରି ଗତ ବର୍ଷ ନବରାତ୍ରୀ ତୁଳନାରେ 20-25% ବୃଦ୍ଧି ପାଇଛି । ବିଶେଷ କରି ବଡ଼ ସ୍କ୍ରିନ୍ ବିଶିଷ୍ଟ ଟିଭି, ସ୍ମାର୍ଟଫୋନ୍ ଏବଂ ଫେଶନ୍ ସାମଗ୍ରୀ ବିକ୍ରି ବଢ଼ିଛି । ସେହିପରି ଇଲେକ୍ଟ୍ରୋନିକ୍ସ ଖୁଚୁରା ଶୃଙ୍ଖଳ ବିଜୟ ସେଲ୍ସ ବିକ୍ରି ମଧ୍ୟ 20% ବଢ଼ିଛି। ଏଲଜି ଇଲେକ୍ଟ୍ରୋନିକ୍ସ ଇଣ୍ଡିଆର ବିକ୍ରି ମଧ୍ୟ ନବରାତ୍ରୀ ସମୟରେ ଅଭୂତପୂର୍ବ ଭାବେ ବୃଦ୍ଧି ପାଇଛି ।

ଜିଏସଟି ସ୍ଲାବକୁ ଯୁକ୍ତିସଂଗତ କରିବା ସହ ଅତ୍ୟାବଶ୍ୟକ ଓ ଆକାଂକ୍ଷୀ ସାମଗ୍ରୀ ଉପରେ ଟିକସ ବୋଝକୁ କମ କରି, ସରକାର ଆତ୍ମବିଶ୍ୱାସପୂର୍ଣ୍ଣ ଖର୍ଚ୍ଚ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛନ୍ତି। ଫଳସ୍ୱରୂପ, ବ୍ରାଣ୍ଡ ଏବଂ ଖୁଚୁରା ବ୍ୟବସାୟୀମାନଙ୍କ ବିକ୍ରି 25% ରୁ 100% ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଏହା ଭାରତର ବ୍ୟବହାର-ପରିଚାଳିତ ଅର୍ଥବ୍ୟବସ୍ଥା ପାଇଁ ଏକ ପ୍ରମୁଖ ପ୍ରୋତ୍ସାହନ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଓଣମ୍, ଦୁର୍ଗା ପୂଜା ଏବଂ ଦଶହରାକୁ ନେଇ ପାର୍ବଣ ଋତୁର ପ୍ରଥମାର୍ଦ୍ଧ ବିକ୍ରି ମୋଟ୍ ବିକ୍ରୟର 40-45% ଭାଗ ଅକ୍ତିଆର କରିଥାଏ । ଏହା ହେଉଛି ଦେଶର ସର୍ବବୃହତ ବ୍ୟବହାରିକ ସାମଗ୍ରୀ ବିକ୍ରିର ସମୟ।

—————

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ

You Might Also Like

ଅମିତାଭ ବଚ୍ଚନ କଲ୍କି 2898 AD ପାଇଁ ପ୍ରଥମ ଦକ୍ଷିଣ ଫିଲ୍ମଫେୟାର ପୁରସ୍କାର ଜିତିଲେ, ୭୦ତମ ସମାରୋହ ଆଞ୍ଚଳିକ ସିନେମାର ଉତ୍କର୍ଷକୁ ସମ୍ମାନିତ କରିବା ଅବସରରେ।
ଆଜି ଜବଲପୁର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ
ଜରୁରୀକାଳ କଂଗ୍ରେସ କ୍ଷମତା ଭୋକର ଅନ୍ୟାୟକାଳ- ଶାହ
ସ୍ୱଦେଶ ଫେରିଲେ ଭାରତୀୟ ମହାକାଶ ଯାତ୍ରୀ ଶୁଭାଂଶୁ ଶୁକ୍ଲା, ଦିଲ୍ଲୀ ଏୟାରପୋର୍ଟରେ ଭବ୍ୟ ସ୍ୱାଗତ
ରେକର୍ଡ ପରିମାଣର ଭୋଟ ଦେବାକୁ ରାଜସ୍ଥାନବାସୀଙ୍କୁ ଧର୍ମେନ୍ଦ୍ରଙ୍କ ଅପିଲ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ଲଳିତ କଳା ଏକାଡେମୀ ପକ୍ଷରୁ ବିକଶିତ ଭାରତ ଚିତ୍ରକଳା କର୍ମଶାଳା ଅନୁଷ୍ଠିତ
Next Article ଆଭ୍ୟନ୍ତରୀଣ ଓଡ଼ିଶାରେ ଥିବା ଅବପାତ ଗତ ୬ ଘଂଟା ମଧ୍ୟରେ ଉତର-ଉତରପଶ୍ଚିମ ଦିଗକୁ ଘଂଟା ପ୍ରତି ୧୫ କି.ମି. ବେଗରେ ଗତି କରିଥିଲା
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?