ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହକୁ ଦୃଷ୍ଟିରେ ରଖି ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଉଛି । ରାଜଧାନୀ ଦିଲ୍ଲୀକୁ 9 ଓ 10 ତାରିଖ ପାଇଁ ଉଡାଣ ନିଷିଦ୍ଧ କ୍ଷେତ୍ର ଘୋଷଣା କରି ନିଷେଧାଜ୍ଞା ଲାଗୁ କରାଯାଇଛି । ଦିଲ୍ଲୀ ପୋଲିସ କମିଶନର ସଂଜୟ ଆରୋଡା ଏନେଇ ଶୁକ୍ରବାର ନିର୍ଦ୍ଦେଶ ଜାରି କରିଛନ୍ତି । ମୋଦି ପ୍ରଧାନମନ୍ତ୍ରୀ ଭାବେ ତୃତୀୟ କାର୍ଯ୍ୟକାଳ ପାଇଁ ରବିବାର ସନ୍ଧ୍ୟା 7.15 ମିନିଟ ସମୟରେ ଶପଥ ଗ୍ରହଣ କରିବେ । ଏହି ଅବସରରେ ମନ୍ତ୍ରିପରିଷଦର କିଛି ସଦସ୍ୟଙ୍କୁ ବି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇବେ ।
BulletsIn
- ମୋଦି ଶପଥ ଗ୍ରହଣ ସମାରୋହକୁ ଦୃଷ୍ଟିରେ ରଖି ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଉଛି ।
- ରାଜଧାନୀ ଦିଲ୍ଲୀକୁ 9 ଓ 10 ତାରିଖ ପାଇଁ ଉଡାଣ ନିଷିଦ୍ଧ କ୍ଷେତ୍ର ଘୋଷଣା କରି ନିଷେଧାଜ୍ଞା ଲାଗୁ କରାଯାଇଛି ।
- ଦିଲ୍ଲୀ ପୋଲିସ କମିଶନର ସଂଜୟ ଆରୋଡା ଏନେଇ ଶୁକ୍ରବାର ନିର୍ଦ୍ଦେଶ ଜାରି କରିଛନ୍ତି ।
- ମୋଦି ପ୍ରଧାନମନ୍ତ୍ରୀ ଭାବେ ତୃତୀୟ କାର୍ଯ୍ୟକାଳ ପାଇଁ ରବିବାର ସନ୍ଧ୍ୟା 7.15 ମିନିଟ ସମୟରେ ଶପଥ ଗ୍ରହଣ କରିବେ ।
- ଏହି ଅବସରରେ ମନ୍ତ୍ରିପରିଷଦର କିଛି ସଦସ୍ୟଙ୍କୁ ବି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇବେ ।
- ରାଷ୍ଟ୍ରପତି ଭବନର ସୁରକ୍ଷା ପାଇଁ ଅର୍ଦ୍ଧସାମରିକ ବଳର 5ଟି କଂପାନୀ, ଏନଏସଗି କମାଣ୍ଡୋ, ଡ୍ରୋନ ଓ ସ୍ପାଇନରକୁ ମୁତୟନ କରାଯାଇଛି ।
