ଭୁବନେଶ୍ୱର, 9 ଫେବୃଆରୀ : ସ୍ୱାଧୀନତା ସଂଗ୍ରାମୀ ତେଲଙ୍ଗା ଖଡିୟାଙ୍କ ସ୍ମରଣ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ ରଘୁବର ଦାସ କହିଛନ୍ତି ଯେ, ବୀର କ୍ରାନ୍ତିକାରୀ, ମାତୃଭୂମିର ରକ୍ଷା ପାଇଁ ବ୍ରିଟିଶ ଶାସନ ବିରୁଦ୍ଧରେ ଆନ୍ଦୋଳନର ବିଗୁଲ ବଜାଇଥିବା ଅମର ସହିଦ ତେଲଙ୍ଗା ଖଡିୟାଜୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ କୋଟି କୋଟି ପ୍ରଣାମ ।
