ଜାପାନର ଇଶିକାଭା ଅଂଚଳର ନୋଟୋ ପ୍ରାୟଦ୍ୱୀପରେ ସୋମବାର ସକାଳେ 6.31 ସମୟରେ ଭୂକମ୍ପ ଅନୁଭୂତ ହେଇଛି । ଜାପାନ ପାଣିପାଗ ବିଜ୍ଞାନ କେନ୍ଦ୍ର ମୁତାବକ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 5.9 ରେକର୍ଡ ହେଉଛି । ଭୂକମ୍ପ ଆସିବା ପରେ ଲୋକେ ଭୟଭୀତ ହେଇ ଘରୁ ବାହାରକୁ ପଳାଇ ଆସିଥିଲେ । ନୋଟା ସହର, ନାନାଓ ଓ ଅନାମିଜୁ ସହର ସମେତ ନିଗାଟା ଅଂଚଳର କିଛି ସ୍ଥାନରେ ଭୂକମ୍ପ ଅନୁଭୂତ ହେଇଛି ।
BulletsIn
- ଜାପାନର ଇଶିକାଭା ଅଂଚଳର ନୋଟୋ ପ୍ରାୟଦ୍ୱୀପରେ 6.31 ସମୟରେ ଭୂକମ୍ପ ଅନୁଭୂତ ହେଇଛି ।
- ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 5.9 ରେକର୍ଡ ହେଉଛି ।
- ଭୂକମ୍ପ ଆସିବା ପରେ ଲୋକେ ଭୟଭୀତ ହେଇ ଘରୁ ବାହାରକୁ ପଳାଇ ଆସିଥିଲେ ।
- ନୋଟା ସହର, ନାନାଓ ଓ ଅନାମିଜୁ ସହର ସମେତ ନିଗାଟା ଅଂଚଳରେ ଭୂକମ୍ପ ଅନୁଭୂତ ହେଇଛି ।
