ଅଯୋଧ୍ୟା, 24 ଡିସେମ୍ବର – ପ୍ରଭୁ ଶ୍ରୀରାମଙ୍କ ଚରିତ୍ର ପ୍ରଭାବର ବ୍ୟାପକତାର ଆଲୋଚନା କରିବା ସମ୍ଭବ ନୁହେଁ । ହିନ୍ଦୁସ୍ଥାନ ସମାଚାର ପକ୍ଷରୁ ଅଯୋଧ୍ୟା ଠାରେ ଆୟୋଜିତ ଅଯୋଧ୍ୟା ଉତ୍ସବରେ ଯୋଗ ଦେଇ ଅଯୋଧ୍ୟାର ମେୟର ଗିରୀଶ ପତି ତ୍ରିପାଠୀ ଏହା କହିଛନ୍ତି ।
ସେ କହିଛନ୍ତି ଯେ, କେବଳ ସରଜୁ ନଦୀର କୂଳରେ ଆସିଲେ ହିଁ ଭଗବାନଙ୍କ ପ୍ରାପ୍ତି ହୋଇ ଯାଇଥାଏ । ସମସ୍ତ ସମସ୍ୟାର ସମାଧାନ ହେଉଛନ୍ତି ପ୍ରଭୁ ଶ୍ରୀରାମ ।
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ/ବନ୍ଦନା
