• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > National > ସଂସଦ ସଦସ୍ୟଙ୍କ ପାଇଁ ନୂତନ ଫ୍ଲାଟ୍ ପ୍ରସ୍ତୁତ, ଆଜି  ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବେ
National

ସଂସଦ ସଦସ୍ୟଙ୍କ ପାଇଁ ନୂତନ ଫ୍ଲାଟ୍ ପ୍ରସ୍ତୁତ, ଆଜି  ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବେ

CliQ INDIA
Last updated: August 11, 2025 4:45 pm
CliQ INDIA
Share
2 Min Read
SHARE

ନୂଆଦିଲ୍ଲୀ, ୧୧ ଅଗଷ୍ଟ (ହି.ସ.) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍‌ଲୀର ବାବା ଖରକ ସିଂହ (ବି.କେ.ଏସ) ମାର୍ଗରେ ସଂସଦ ସଦସ୍ୟଙ୍କ ପାଇଁ ୧୮୪ଟି ନବନିର୍ମିତ ଫ୍ଲାଟ ଉଦ୍‌ଘାଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସିକ ପରିସରରେ ଏକ ସିନ୍ଦୁର ଗଛ ଲଗାଇବେ ଏବଂ ଶ୍ରମିକ ମାନଙ୍କ ସହିତ ଆଲୋଚନା କରିବେ । ଏହି ଅବସରରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା, କେନ୍ଦ୍ର ଗୃହ ଏବଂ ସହରାଂଚଳ ବ୍ୟାପାର ଏବଂ ଶକ୍ତି ମନ୍ତ୍ରୀ ମନୋହର ଲାଲ, କେନ୍ଦ୍ର ସଂସଦୀୟ ବ୍ୟାପାର ଏବଂ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ୍ ରିଜୁ, ଗୃହ କମିଟି (ଲୋକସଭା)ର ଅଧ୍ୟକ୍ଷ ଡକ୍ଟର ମହେଶ ଶର୍ମା, ସାଂସଦ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହିବେ ।

ଲୋକସଭା ସଚିବାଳୟ ଅନୁଯାୟୀ, ଏହି ଟାଇପ୍ ୮ କମ୍ପେ୍ଲକ୍ସରେ ସାଂସଦଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ସମସ୍ତ ପ୍ରକାରର ଆଧୁନିକ ସୁବିଧା ରହିଛି । ସବୁଜ ପ୍ରଯୁକ୍ତିବିଦ୍ୟା ସହାୟତାରେ ଡିଜାଇନ କରାଯାଇଥିବା ଏହି ପ୍ରକଳ୍ପ ଜିଆରଆଇଏଚଏ (ଜିଆରଆଇଏଚଏ) ୩-ଷ୍ଟାର ରେଟିଂ ଏବଂ ଜାତୀୟ କୋଠା କୋଡ଼ (ଏନବିସି) ୨୦୧୬ ମାନକ ସହିତ ଅନୁରୂପ ଅଟେ । ଏହି ପରିବେଶ ଅନୁକୂଳ କୋଠାରେ ଶକ୍ତି ସଂରକ୍ଷଣ, ନବୀକରଣୀୟ ଶକ୍ତି ଉତ୍ପାଦନ ଏବଂ ପ୍ରଭାବଶାଳୀ ବର୍ଜ୍ୟବସ୍ତୁ ପରିଚାଳନା ଭଳି ବୈଶିଷ୍ଟ୍ୟ ରହିଛିା

ଉନ୍ନତ ନିର୍ମାଣ କୌଶଳର ବ୍ୟବହାର-ବିଶେଷ କରି, ଆଲୁମିନିୟମ ସଟରିଂ ସହିତ ମୋନୋଲିଥିକ କଂକ୍ରିଟ୍‌-ପ୍ରକଳ୍ପର ସମୟସୀମା ସମାପ୍ତ କରିବାରେ ସକ୍ଷମ ହୋଇଥିଲା ଏବଂ ଗଠନାତ୍ମକ ଦୃଢ଼ତା ମଧ୍ୟ ସୁନିଶ୍ଚିତ କରିଥିଲା । ଏହି କମ୍ପେ୍ଲକ୍ସଟି ଦିବ୍ୟାଙ୍ଗମାନଙ୍କ ପାଇଁ ମଧ୍ୟ ଅନୁକୂଳ, ଯାହା ଅନ୍ତର୍ଭୁକ୍ତ ଡିଜାଇନ ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ । ପ୍ରତ୍ୟେକ ଆବାସିକ ୟୁନିଟ୍‌ରେ ଆବାସିକ ଏବଂ ସରକାରୀ କାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ସ୍ଥାନ ରହିଛି । କାର୍ଯ୍ୟାଳୟ, କର୍ମଚାରୀ ବାସସ୍ଥାନ ଏବଂ ଏକ ସମ୍ପ୍ରଦାୟ କେନ୍ଦ୍ର ସହିତ ସଜ୍ଜିତ ଏହି କମ୍ପେ୍ଲକ୍ସ ସାଂସଦମାନଙ୍କୁ ଜନପ୍ରତିନିଧି ଭାବରେ ସେମାନଙ୍କର ଦାୟିତ୍ୱ ନିର୍ବାହ କରିବାରେ ସାହାଯ୍ୟ କରିବ ।

ସୁରକ୍ଷା ଦୃଷ୍ଟିକୋଣରୁ କମ୍ପେ୍ଲକ୍ସ ମଧ୍ୟରେ ଥିବା ସମସ୍ତ କୋଠା ଆଧୁନିକ ଗଠନାତ୍ମକ ଡିଜାଇନ୍ ମାନଦଣ୍ଡ ଅନୁଯାୟୀ ଭୂମିକମ୍ପ ପ୍ରତିରୋଧି ଭାବରେ ନିର୍ମିତ । ସମସ୍ତ ବାସିନ୍ଦାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବ୍ୟାପକ ଏବଂ ଦୃଢ଼ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି ।

…………

—————

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ

You Might Also Like

ମୁମ୍ବାଇ ପୋଲିସ ଗ୍ୟାଙ୍ଗଷ୍ଟର ଛୋଟା ରାଜନର ସହଯୋଗୀ ଡିକେ ରାଓଙ୍କ ସମେତ ତିନିଜଣଙ୍କୁ ଗିରଫ କରିଛି
ଆଜି ସୁରଟରେ ନିର୍ମାଣ ବୁଲେଟ ଟ୍ରେନ ଷ୍ଟେସନର ନିରୀକ୍ଷଣ କରିବେ ପିଏମ ମୋଦି
ରଣନୀତିକ ଭାଗୀଦାରିକୁ ଆହୁରି ମଜବୁତ୍ କରିବା ପାଇଁ ପ୍ରତିବଦ୍ଧତାକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ୟୁଏଇ ରାଷ୍ଟ୍ରପତି ମହାମହିମ ମହମ୍ମଦ ବିନ୍ ଜାଏଦ
ଝାରଖଣ୍ଡର ଗିରିଡିହରେ ହାର୍ଡ଼କୋର ନକ୍ସଲି ଦମ୍ପତି କଲେ ଆତ୍ମସମର୍ପଣ
ଅଭିନେତା ଅସରାନିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ସମେତ ଅନେକ ବ୍ୟକ୍ତି

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ରକ୍ଷାବନ୍ଧନ, କୃତ୍ରିମ ସଂକଳ୍ପ ଏବଂ ଏକ ରାଷ୍ଟ୍ରର ଶକ୍ତିର ଭବିଷ୍ୟତ ମାପକାଠି | BulletsIn
Next Article କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ବଳିଦାନ ଦିବସରେ ଶହୀଦ ଖୁଦିରାମ ବୋଷଙ୍କୁ ଜଣାଇଲେ  ଶ୍ରଦ୍ଧାଞ୍ଜଳି
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?