• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > National > ରାଜଶେଖର ଅଙ୍ଗଡୀ: ମିଠା ଅଙ୍ଗୁର ଚାଷର ସଫଳ କାହାଣୀ, ଦୁଇ ଏକର ଚାଷରୁ 3 ଶହ ଏକର ପର୍ଯ୍ୟନ୍ତ ଯାତ୍ରା
National

ରାଜଶେଖର ଅଙ୍ଗଡୀ: ମିଠା ଅଙ୍ଗୁର ଚାଷର ସଫଳ କାହାଣୀ, ଦୁଇ ଏକର ଚାଷରୁ 3 ଶହ ଏକର ପର୍ଯ୍ୟନ୍ତ ଯାତ୍ରା

CliQ INDIA
Last updated: October 17, 2025 5:31 am
CliQ INDIA
Share
3 Min Read
SHARE

ବେଙ୍ଗଲୁରୁ, 15 ଅକ୍ଟୋବର (ହି.ସ.): ଅଙ୍ଗୁର କୋଳି ଖଟା ଏହି କଥା ସବୁ ଆଡେ ପ୍ରଚଳିତ , କିନ୍ତୁ କର୍ଣ୍ଣାଟକର ବାଗଲକୋଟ ଜିଲ୍ଲାର ମୁଧୋଲ ସହରର ରାଜଶେଖର ଅଙ୍ଗଡ଼ୀଙ୍କ ମାମଲାରେ ଏହା ସଠିକ୍ ନୁହେଁ। ଙ୍ଗୁର ଚାଷ ପ୍ରତି ତାଙ୍କର ରୁଚି, କଠିନ ପରିଶ୍ରମ ଓ ସମର୍ପଣ ତାଙ୍କୁ ଏକ ସଫଳ,ବିକଶିତ ଓ ପ୍ରେରଣାଦାୟୀ କୃଷକରେ ପରିଣତ କରିଛି । ସେ କେବଳ ଦୁଇ ଏକର ଜମିରେ ଚାଷକୁ 300 ଏକର ପର୍ଯ୍ୟନ୍ତ ବଢ଼ାଇଛନ୍ତି।

ସାଧାରଣ ଆରମ୍ଭରୁ ଅସାଧାରଣ ସଫଳତା ପର୍ଯ୍ୟନ୍ତ:

ରାଜଶେଖର ଅଙ୍ଗଡ଼ୀଙ୍କ କୃଷି କ୍ଷେତ୍ରରେ ପ୍ରବେଶ ଏକ ସଂଯୋଗ ଥିଲା। ତାଙ୍କର ବଡ଼ ଭାଇ, ଦିବଙ୍ଗତ ମଲ୍ଲିକାର୍ଜୁନ ଅଙ୍ଗଡ଼ୀ, ମଝିରେ ବ୍ୟାଙ୍କରେ ଚାକିରୀ କରିବାକୁ ଚାଲିଗଲେ, ଏବଂ ଚାଷ ଦାୟିତ୍ୱ ରାଜଶେଖରଙ୍କୁ ପ୍ରଦାନ କରାଯାଇଥିଲା । ସେ ସମୟରେ ସେ ଇଂଜିନିୟରିଂର ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। ତାଙ୍କର ପିତା ଅମଲା ଥିଲେ ହେଲେ କୃଷିରେ ତାଙ୍କର ଗଭୀର ଆଗ୍ରହ ଥିଲା । ରାଜଶେଖର ମଧ୍ୟ ଚାଷକୁ ନେଇ ଉତ୍ସାହିତ ଥିଲେ । ତେଣୁ ସେ ତାଙ୍କର ବଡ଼ ଭାଇ ଦ୍ୱାରା ଚାଷ କରାଯାଇଥିବା ଦୁଇ ଏକର ଜମିରେ ଅଙ୍ଗୁର ଚାଷ କାମକୁ ଦେଖିବା ଆରମ୍ଭ କରି ଏକ ସାଧାରଣ ଶୁଭାରମ୍ଭ କରିଥିଲେ ।

ବମ୍ପର ଉତ୍ପାଦନ ଏବଂ ଆୟ:

ରାଜଶେଖର ଅଙ୍ଗଡ଼ୀଙ୍କ ପାଇଁ ଏହା ସହଜ କାମ ନଥିଲା, କାରଣ ଏହି ଫସଲ ଏହି ଅଞ୍ଚଳରେ ନୂତନ ଥିଲା ଏବଂ ନୂତନ କୃଷକମାନେ ପଡ଼ୋସୀ ମହାରାଷ୍ଟ୍ରର କୃଷକମାନଙ୍କ ପଦଚିହ୍ନକୁ ଅନୁସରଣ କରୁଥିଲେ। ଆରମ୍ଭରେ ମରାଠୀ ଜାଣିନଥିବା ସତ୍ତ୍ୱେ, ସେମାନେ ମହାରାଷ୍ଟ୍ରକୁ ଅନେକ ଯାତ୍ରା କରିବାକୁ ପଡ଼ିଥିଲା, । ଏହା ସହିତ ସେ ବୈଜ୍ଞାନିକ ଓ ବିଶେଷଜ୍ଞମାନଙ୍କ ସହ ନିୟମିତ ଆଲୋଚନା କରିବାକୁ ତାଙ୍କୁ ପଡୁଥିଲା । ତଥାପି, କଠିନ ପରିଶ୍ରମ ଫଳ ମିଳିବାକୁ ଲାଗିଲା ଏବଂ ତାଙ୍କ ପାଇଁ ଅପ୍ରତ୍ୟାଶିତ ସଫଳତାର ପଥ ଖୋଲିଗଲା । ବିପୁଳ ଉତ୍ପାଦନ ସହିତ ଲାଭକାରୀ ମୂଲ୍ୟ ମିଳିବା କାରଣରୁ ତାଙ୍କୁ ଖିୁବ ଲାଭ ହେଲା ।

ଆୟ ବଢିବା ଦ୍ୱାରା ହେଲା ବଡ ନିବେଶ

ସମସ୍ତେ ଯେପରି କରନ୍ତି ସେପରି ରାଜଶେଖର ଅଙ୍ଗଡ଼ୀ କରି ନ ଥିଲେ । ସେ ତାଙ୍କର କୃଷି (ଙ୍ଗୁର) ଆୟରୁ ହୋଇଥିବା ଆମଦନୀର ସୁଖ ଉପଭୋଗ କରିନଥିଲେ। ତାହାଙ୍କର ବଦଳରେ ସେ ଧୀରେ ଧୀରେ ତାଙ୍କର କୃଷିର ପରିମାଣକୁ ଦୁଇ ଏକରରୁ 10, 15… ଏବଂ ଶେଷରେ 300 ଏକର ପର୍ଯ୍ୟନ୍ତ ବଢ଼ାଇବା ଆରମ୍ଭ କରିଥିଲେ ।

ତାଙ୍କ ସମ୍ପର୍କରେ ବାଗଲକୋଟ ଜିଲ୍ଲାର ବେଲଗାଳୀର ଏକ କୃଷି ସ୍ନାତକ ଏବଂ କୃଷି ପରାମର୍ଶ ଉଦ୍ୟମୀ ଶିବଯୋଗୀ ଆର. ବାୟକୋଡ଼ କହନ୍ତି ଯେ. ଗୁରୁତ୍ୱପୂର୍ଣ କଥା ହେଲା ଯେ ଏହି ସମସ୍ତ ବିକାଶ ଏବଂ ବିସ୍ତାର ରାଜଶେଖରଙ୍କର ନବୀନତାପୂର୍ଣ୍ଣ କାର୍ଯ୍ୟପ୍ରଣାଳୀ, ଜ୍ଞାନ ଏବଂ ପ୍ରଯୁକ୍ତିରେ ସମ୍ଭବ ହୋଇଥିଲା ।

ସୁନ୍ଦର ଯୋଜନା, ବ୍ୟବହାରିକ ଏବଂ କଠିନ ପରିଶ୍ରମୀ:

ରାଜଶେଖର ଅଙ୍ଗଡ଼ୀ କେବଳ ଜଣେ ଅନ୍ୟ କୃଷକ ନୁହନ୍ତି , ଯିଏ ତାଙ୍କର ପେଶାରେ ସଫଳ ନହେବା ପାଇଁ ଅନେକ କାରଣ ଏବଂ ଅଭିଯୋଗ ମାନ କହିଥାନ୍ତି । ସେ ପୂର୍ଣ୍ଣ ଭାବରେ ଆବଶ୍ୟକତା ପ୍ରତି ପ୍ରତିବଦ୍ଧ, ବାସ୍ତବବାଦୀ ଦୃଷ୍ଟିକୋଣ ରଖନ୍ତି ଏବଂ କାମ ହାତରୁ ଚାଲିଯିବାରୁ ବଂଚାଇବା ପାଇଁ କଠିନ ପରିଶ୍ରମ କରନ୍ତି। ସେ ଆରମ୍ଭରେ ବଗିଚା କାମରୁ କାମ ଆରମ୍ଭ କରିଥିଲେ, ଏବଂ ଗତ 35 ବର୍ଷରେ ସମୟ ସହିତ ସେମାନଙ୍କର ଆଖୁ, ହଳଦୀ, ମକା, ସୋୟାବିନ ଏବଂ ବିଟି କପାସ ଚାଷ ଦିଗରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି ।

—————

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ

You Might Also Like

ନିଫ୍‌ଟି ଆଉଟ୍‌ଲକ୍ ଏଥି ୱିକ୍: ଏଫ୍‌ଆଇଆଇ ବିକ୍ରି କରିଛି 56,000 କୋଟି, ବିଶ୍ୱ ଅନିଶ୍ଚିତତା ମଧ୍ୟରେ ସୂଚକାଙ୍କ 23,500 ପর୍ଯନ୍ତ ଖସିଯିବ
ଦିଲ୍ଲୀ- ଏନସିଆରରେ ଏକ୍ୟୁଆଇ ସୁଧାର, ବର୍ଷା ଯୋଗୁ ଆସିଲା ସୁଧାର
ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଭାରତ-ନେପାଳ ସୀମାରେ ବଢିଲା ସୁରକ୍ଷା
ଉଜ୍ଜୟିନୀରେ ଆଜି ବାହାରିବ ଭଗବାନ ମହାକାଳଙ୍କ ଶ୍ରାବଣ ମାସର ତୃତୀୟ ସବାରୀ
ଭାରତ ହେଉଛି ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିସମ୍ପନ୍ନ ଅର୍ଥନୀତି, ଚଳିତ ବର୍ଷ ମଧ୍ୟ ଜିଡିପି ଅଭିବୃଦ୍ଧି ୬.୫ ରହିବା ଆକଳନ କଲା ରିଜର୍ଭ ବ୍ୟାଙ୍କ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ନୂଆପଡ଼ା ଉପନିର୍ବାଚନ : ଆସନ୍ତା ୧୮ ତାରିଖରେ ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
Next Article ଆଜି କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଥଣ୍ଡା ପାଗ ଅନୁଭୂତ ହୋଇପାରେ, ୧୭ ଓ ୧୮ ତାରିଖରେ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?