ନୂଆଦିଲ୍ଲୀ, 24 ଡିସେମ୍ବର (ହି.ସ.) ବୈଦେଶିକ ମନ୍ତ୍ରୀ ଡ. ଏସ ଜୟଶଙ୍କର ସୋମବାର ଠାରୁ ଚାରି ଦିନିଆ ରୁଷ ଗସ୍ତରେ ଯିବେ । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଏହି ଗସ୍ତରେ ସେ ରୁଷର ଉପ ପ୍ରଧାନମନ୍ତ୍ରୀ ଓ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଡେନିସ ମଂଟୁରୋଓଙ୍କ ସହ ଆର୍ଥିକ ସମ୍ପର୍କିତ ପ୍ରସଙ୍ଗ ଉପରେ ଆଲୋଚନା କରିବେ ।
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ/ବନ୍ଦନା
