• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > National > ତେଲେଙ୍ଗାନାରେ ବସ୍-ଟିପର ଧକ୍କାରେ ୧୮ ଜଣଙ୍କର ମୃତ୍ୟୁ, ୨୦ ଜଣ ଗୁରୁତର ଆହତ
National

ତେଲେଙ୍ଗାନାରେ ବସ୍-ଟିପର ଧକ୍କାରେ ୧୮ ଜଣଙ୍କର ମୃତ୍ୟୁ, ୨୦ ଜଣ ଗୁରୁତର ଆହତ

CliQ INDIA
Last updated: November 4, 2025 1:50 am
CliQ INDIA
Share
1 Min Read
SHARE

ହାଇଦ୍ରାବାଦ ୩ ନଭେମ୍ବର (ହି.ସ.)- ତେଲେଙ୍ଗାନାର ରଙ୍ଗାରେଡ୍ଡି ଜିଲ୍ଲାର ଚେୱେଲ୍ଲା ନିକଟରେ ଆଜି ସକାଳ

ପ୍ରାୟ ଛଅଟା ସମୟରେ ହୋଇଥିବା ସଡକ ଦୁର୍ଘଟଣାରେ

ଅତି କମରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ଚେୱେଲ୍ଲା ମଣ୍ଡଳର ମିର୍ଜାଗୁଡାରେ ହାଇଦ୍ରାବାଦ-ବିଜାପୁର

ରାଜପଥରେ ଏକ ଟିପର ଟ୍ରକ ଯାତ୍ରୀପୂର୍ଣ୍ଣ ବସ୍ ସହିତ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା

ଘଟିଥିଲା।ବସ୍‌ର ଡାହାଣ ପାର୍ଶ୍ୱ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି।ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଟିପର ଟ୍ରକ୍ ବସ୍

ଉପରେ ଓଲଟି ପଡ଼ିଥିଲା। ବସ୍‌ଟି ପ୍ରାୟ ୭୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା, ସେମାନଙ୍କ ମଧ୍ୟରୁ

ଅଧିକାଂଶ ଯାତ୍ରୀ ଛୁଟି ପରେ ହାଇଦ୍ରାବାଦ ଫେରୁଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ର ବୋଲି କୁହାଯାଉଛି। ଦୁର୍ଘଟଣାରେ

ଆହତଙ୍କ ଅନେକ ଲୋକ ଗୁରୁତର ଅଛନ୍ତି।ଟିପ୍ପର ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ

ଟିପ୍ପର ଭିତରେ ଫସି ରହିଥିଲା। ଏପର୍ଯ୍ୟନ୍ତ ୧୦ ଜଣଙ୍କ ମୃତଦେହ ଚାୱଲା ହସ୍ପିଟାଲକୁ ନିଆଯାଇଛି।ଦୁର୍ଘଟଣା

ପରେ ସ୍ଥାନୀୟ ଡ୍ରାଇଭରମାନଙ୍କ ସାହାଯ୍ୟରେ ବସରୁ

ବାହାର କରିଥିଲେ। ଦୁର୍ଘଟଣା ଯୋଗୁଁ ଚେୱେଲ୍ଲା-ବିକାରାବାଦ ରାସ୍ତାରେ ଟ୍ରାଫିକ୍ ଜାମ୍ ସୃଷ୍ଟି

ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ଅଧିକ ବିବରଣୀ ଅପେକ୍ଷା କରାଯାଇଛି। ସ୍ଥାନୀୟ

ବିଧାୟକ ଏବଂ ମନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଗୁରୁତର ଭାବରେ ୨୦ ରୁ ଅଧିକ ଆହତ

ଯାତ୍ରୀଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଉଛି।

—————

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା

You Might Also Like

ଏସବିଆଇ ଅଭିମୁଖୀ ହେଲା ସବଚେଇ ବଡ଼ ମୂଲ୍ଯ ପତନ, ଶୀର୍ଷ ଭାରତୀୟ କମ୍ପାନୀଗୁଡ଼ିକୁ ବଜାର ଅସ୍ଥିରତା ଆଘାତ କରିଛି
ସିବିଆଇ ରିଲାୟନ୍ସ କମ୍ପାନୀ କର୍ମଚାରୀଙ୍କୁ ୨,୯୨୯ କୋଟି ଟଙ୍କା ଏସବିଆଇ ଅନିୟମ ତদନ୍ତରେ ଗିରଫ କରେ
ରାହୁଳଗାନ୍ଧୀଙ୍କୁ ମିଳିଥିବା ଧମକକୁ ଷଡ଼ଯନ୍ତ୍ର ବୋଲି କହିଲେ ଭେନୁଗୋପାଳ, କାର୍ଯ୍ୟାନୁଷ୍ଠାନ ଦାବି କଲେ
ଦୀପାବଳିର ଶୁଭେଚ୍ଛା ଜଣାଇଲେ ଯୋଗୀ ଆଦିତ୍ୟନାଥ
ଅପରେସନ ଅଜୟରେ ଭାରତରେ ପହଞ୍ଚିଲା ପଞ୍ଚମ ବିମାନ ବିମାନରେ 286 ନାଗରିକଙ୍କୁ ସୁରକ୍ଷିତ ଅଣାଗଲା

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ନିର୍ଯାତନା ସହି ନପାରି ଜୀବନ ହାରୁଛନ୍ତି କର୍ମଚାରୀ- ନିନ୍ଦା କରିବା ସହ ଚିକିତ୍ସାଳୟ ଆଗରେ ବିଜେଡିର ଧାରଣା
Next Article ଏବିଭିପିର ଭୁବନେଶ୍ୱର ମହାନଗର ସମ୍ମିଳନୀ ଆଜି
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?