ନୂଆଦିଲ୍ଲୀ, 6 ଜୁଲାଇ (ହି.ସ.)
-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ହଜରତ ଇମାମ ହୁସେନଙ୍କ ଦ୍ୱାରା
ଦିଆଯାଇଥିବା ବଳିଦାନ ଧର୍ମ ପ୍ରତି ତାଙ୍କ ପ୍ରତିବଦ୍ଧତାକୁ ଦର୍ଶାଇଥାଏ । ସେ ଲୋକଙ୍କୁ ବିପରୀତ
ପରିସ୍ଥିତିରେ ବି ସତ୍ୟର ମାର୍ଗ ଆପଣାଇବା ପାଇଁ ପ୍ରେରିତ କରିଥାନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସ
ପୋଷ୍ଟରେ କହିଛନ୍ତି ଯେ, ହଜରତ ଇମାମ ହୁସେନଙ୍କ ଦ୍ୱାରା ଦିଆଯାଇଥିବା ବଳିଦାନ ଧର୍ମ ପ୍ରତି
ତାଙ୍କ ପ୍ରତିବଦ୍ଧତାକୁ ଦର୍ଶାଇଥାଏ । ସେ ଲୋକଙ୍କୁ ବିପରୀତ ପରିସ୍ଥିତିରେ ବି ସତ୍ୟର ମାର୍ଗ
ଆପଣାଇବା ପାଇଁ ପ୍ରେରିତ କରିଥାନ୍ତି ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
