
ଭୁବନେଶ୍ୱର, 15 ଜାନୁଆରୀ (ହି.ସ.) ମକର ସଂକ୍ରାନ୍ତିର ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପବିତ୍ର ‘ମକର ସଂକ୍ରାନ୍ତି’ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ । ଆଶା ଓ ଉତ୍ସାହରେ ପରିପୂର୍ଣ୍ଣ ଏହି ମାଙ୍ଗଳିକ ବେଳା ଆପଣ ସମସ୍ତଙ୍କ ଜୀବନରେ ଆନନ୍ଦ, ସୌଭାଗ୍ୟ ଓ ସମୃଦ୍ଧିର ଆଶୀର୍ବାଦ ନେଇକରି ଆସୁ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
