• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ଖିଣ୍ଡାରେ ‘ମୋ ମାଟି, ମୋ ଦେଶ’ କାର୍ଯ୍ୟକ୍ରମ : ବୀର ସୁରେନ୍ଦ୍ର ସାଏଙ୍କ ମୂଲ୍ୟବୋଧ ଆଧାରରେ ସଂଘର୍ଷ ଏବଂ ଜନ ଅଧିକାର ପାଇଁ ସମସ୍ତେ ଏକାଠି ହେବା ଆବଶ୍ୟକ – ଧର୍ମେନ୍ଦ୍ର ପ୍ରଧାନ
Regional

ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ଖିଣ୍ଡାରେ ‘ମୋ ମାଟି, ମୋ ଦେଶ’ କାର୍ଯ୍ୟକ୍ରମ : ବୀର ସୁରେନ୍ଦ୍ର ସାଏଙ୍କ ମୂଲ୍ୟବୋଧ ଆଧାରରେ ସଂଘର୍ଷ ଏବଂ ଜନ ଅଧିକାର ପାଇଁ ସମସ୍ତେ ଏକାଠି ହେବା ଆବଶ୍ୟକ – ଧର୍ମେନ୍ଦ୍ର ପ୍ରଧାନ

CliQ INDIA
Last updated: October 26, 2023 7:00 pm
CliQ INDIA
Share
2 Min Read
SHARE
khinda re mo mati mo desh karjykram
khinda re mo mati mo desh karjykram
khinda re mo mati mo desh karjykram

ସମ୍ବଲପୁର, ୨୬ ଅକ୍ଟୋବର (ହି.ସ.)- କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶର ମହାନ ସ୍ଵାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ସମ୍ବଲପୁର ଜିଲ୍ଲା ଖିଣ୍ଡା ଗ୍ରାମରେ ପହଞ୍ଚି ‘ମୋ ମାଟି ମୋ ଦେଶ’ ଅଭିଯାନରେ ସାମିଲ ହେବା ଅବସରରେ ତାଙ୍କର ମୂଲ୍ୟବୋଧକୁ ମନେପକାଇ ସଂଘର୍ଷ ଏବଂ ଜନ ଅଧିକାର ପାଇଁ ଏକାଠି ହେବାକୁ ଜନସାଧାରଣଙ୍କୁ ଆହ୍ଵାନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ କ୍ରମେ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ ଅନ୍ତର୍ଗତ ସଂଗ୍ରାମୀ ସୁରେନ୍ଦ୍ର ସାଏଙ୍କ ଘରକୁ ଯାଇ ତାଙ୍କ ପରିବାର ସଦସ୍ୟଙ୍କ ଠାରୁ ‘ଅମୃତ କଳସ’ରେ ମାଟି ସଂଗ୍ରହ କରିଥିଲେ । ପରେ ଗ୍ରାମର ଘରକୁ ଘର ବୁଲି ଗୁରୁଜନ, ମାଆ, ଭଉଣୀ ଓ ଭାଇ ବନ୍ଧୁ ମାନଙ୍କ ଠାରୁ ମାଟି ସଂଗ୍ରହ କରିଥିଲେ କେନ୍ଦ୍ରମନ୍ତ୍ରୀ ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ହୀରାକୁଦ ଡ୍ୟାମ୍ ଓ କଳକାରଖାନା ନିର୍ମାଣ ପାଇଁ ଏହି ଅଞ୍ଚଳର ଲୋକମାନେ ବାରମ୍ବାର ବିସ୍ଥାପିତ ହୋଇଛନ୍ତି । ମାତ୍ର ଦୁର୍ଭାଗ୍ୟବଶତଃ ପ୍ରଶାସନିକ ବ୍ୟବସ୍ଥା ଅନୁସାରେ ବିସ୍ଥାପିତଙ୍କ ପାଇଁ ଯେଉଁଭଳି ଭାବରେ କାର୍ଯ୍ୟ ହେବା କଥା ତାହା ଅଦ୍ୟାବଧି ହୋଇପାରିନାହିଁ । ସମୟାନୁଯାୟୀ ରାଜ୍ୟ ସରକାର ଚଲାଉଥିବା ଲୋକ ପ୍ରତିନିଧି ବିସ୍ଥାପିତଙ୍କ ସ୍ଵାର୍ଥକୁ ଧ୍ୟାନ ନ ଦେଇ ଦାୟିତ୍ଵହୀନ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବୀର ସୁରେନ୍ଦ୍ର ସାଏ ବ୍ରିଟିଶ ମାନଙ୍କ ବିରୁଦ୍ଧରେ ଲମ୍ବା ସମୟ ଲଢେଇ କରି ନିଜର ସାହସ ଓ ନୀର୍ଭିକତାର ପରିଚୟ ଦେଇଥିଲେ । ଆଜି ଦେଶ ଯେତେବେଳେ ସ୍ଵାଧୀନତାର ୭୫ ବର୍ଷ ପୁରଣ କରୁଛି ସେହି ସମୟରେ ସୁରେନ୍ଦ୍ର ସାଏଙ୍କ ମୂଲ୍ୟବୋଧକୁ ମନେପକାଇ ନୂଆ ଢଙ୍ଗରେ ସଂଘର୍ଷ, ଲଢେଇ ଓ ଲୋକାଧିକାର ପାଇଁ ଏକାଠି ହେବା ହିଁ ଆଜିର ସଂକଳ୍ପ । ସେହିପରି ଖିଣ୍ଡା ଗ୍ରାମର ସୌନ୍ଦର୍ଯ୍ୟକରଣ ସହ ଏହାକୁ ଏକ ଦର୍ଶନୀୟ କେନ୍ଦ୍ରରେ ପରିଣତ କରିବା ପାଇଁ ସାମୂହିକ ଉଦ୍ୟମ କରିବା ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ଵାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଯେ” ଦେଶର ସବୁ ଗାଁ ବିଶେଷତଃ ମହାପୁରୁଷଙ୍କ ଜନ୍ମସ୍ଥାନରୁ ମାଟି ସଂଗ୍ରହ କରିବା ପାଇଁ ଆହ୍ଵାନ କରିଛନ୍ତି । ସଂଗ୍ରାମୀ ମାଟି ଖିଣ୍ଡା ଗ୍ରାମରୁ ସଂଗ୍ରହ ହୋଇଥିବା ପବିତ୍ର ମାଟି ଦିଲ୍ଲୀ ଯିବ ଏବଂ ସେଠାରେ କର୍ତ୍ତବ୍ୟ ପଥରେ ‘ଅମୃତ ବାଟିକା”ରେ ସ୍ଥାପିତ ହେବ । ”ମୋ ମାଟି, ମୋ ଦେଶ” ଆଜି ଦେଶବାସୀଙ୍କ ମନରେ ଏକତା ଭାବନା ଆଣିବା ସହ ନୂଆ ଜାଗରଣ ସୃଷ୍ଟି କରିଛି । ଏହି ଅବସରରେ ଶ୍ରୀ ପ୍ରଧାନ ସମବେତ ଜନସାଧାରଣଙ୍କୁ ପଞ୍ଚପ୍ରାଣର ଶପଥ ପାଠ ମଧ୍ୟ କରାଇଥିଲେ ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ପ୍ରଦୀପ୍ତ/ସମନ୍ୱୟ

You Might Also Like

ଚାଷୀ ସମସ୍ୟା ଓ ସାର ଅଭାବ ପ୍ରସଙ୍ଗକୁ ନେଇ ପ୍ରଥମାର୍ଧରେ ବିଜେଡି ବିଧାୟକଙ୍କ ହଟ୍ଟଗୋଳ
ଆଜି ଶ୍ରୀମନ୍ଦିରରେ ଶ୍ରୀବଳଭଦ୍ରଙ୍କ ପ୍ରଳମ୍ବାସୁର ବଧ ବେଶ
ପଞ୍ଚମ ଜାତୀୟ ଜଳ ପୁରସ୍କାରରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିବା ଆମକୁ ଜଳ ସମ୍ପଦ ସଂରକ୍ଷଣ ପାଇଁ ପ୍ରେରଣା ଯୋଗାଇବ  – ମୁଖ୍ୟମନ୍ତ୍ରୀ | BulletsIn
ପିତଳ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଜନଆରୋଗ୍ଯ ସମତିର ବୈଠକ
‘ଶାନ୍ତିସ୍ତୂପ’ ଧଉଳିଗିରି ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ଏସିଆନ୍ ପାରା ଗେମ୍ସରେ ପୁରୁଷ ୧୫୦୦ ମିଟର-ଟି୪୬ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ରାକେଶ ଭୈରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
Next Article ପାରା ପାୱାର ଲିଫ୍ଟିଙ୍ଗରେ ଭାରତର ଜୈନବଙ୍କୁ ରୌପ୍ୟ ଓ ରାଜକୁମାରୀଙ୍କୁ କାଂସ୍ୟ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?