• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ସାମ୍ଭବ୍ୟ ବ୍ରାହ୍ମଣୀ ନଦୀରେ ବନ୍ୟା : ନଦୀ ବନ୍ଧ ସୁଦୃଢିକରଣରେ ବ୍ୟାପକ ଅନିୟମିତା ନିମ୍ନମାନର କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଗ୍ରାମବାସୀ
Regional

ସାମ୍ଭବ୍ୟ ବ୍ରାହ୍ମଣୀ ନଦୀରେ ବନ୍ୟା : ନଦୀ ବନ୍ଧ ସୁଦୃଢିକରଣରେ ବ୍ୟାପକ ଅନିୟମିତା ନିମ୍ନମାନର କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଗ୍ରାମବାସୀ

CliQ INDIA
Last updated: July 12, 2025 12:20 pm
CliQ INDIA
Share
3 Min Read
SHARE

ଧର୍ମଶାଳା,୧୧ଜୁଲାଇ(ହି.ସ.) – ରାଜ୍ୟରେ ଲଗାଣ ବର୍ଷା ହେବା ଫଳରେ ଏବେ ନଦୀରେ ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ଯାଜପୁର ଜିଲା ବ୍ରାହ୍ମଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହି ଜଳସ୍ତର ବୃଦ୍ଧି ପାଇବା ଫଳରେ ନଦୀ ବନ୍ଧର ସ୍ଥାୟୀତ୍ୱକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ ଉଭୟ ନଦୀ କୂଳରେ ବସବାସ କରୁଥିବା ନଦୀ କୂଳିଆ ଲୋକେ ଏବେ ଆତଙ୍କିତ ହୋଇପଡିଛନ୍ତି । ଯାଜପୁର ଜିଲା ଜାରକା ଜଳ ସମ୍ପଦ ବିଭାଗ ବରୀ ଉପଖଣ୍ଡ ଅଧିନରେ ଥିବା ବ୍ରହ୍ମବରଦା-ରୁଦ୍ରପୁର ବ୍ରାହ୍ମଣୀ ନଦୀର ଡାହାଣ ପାଶ୍ୱର୍ ବନ୍ଧ ଏବେ ଦୃବଳ ହେବାରେ ଲାଗିଛି । ନଦୀ ବନ୍ଧ ସୁଦୃଢିକରଣ ବଦଳରେ ର ମ ଠରେ ନିମ୍ନମାନ କାର୍ଯ୍ୟ କରାଯାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଯାହାକି ଏହି ନଦୀ ବନ୍ଧର ସ୍ଥାୟିତ୍ୱକୁ ନେଇ ଏକ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜିଲାପ୍ରଶାସନ ଓ ବିଭାଗୀୟ ଅଧିକାରୀ ତୁରନ୍ତ ତଦାରଖ ନ କଲେ ଆଗକୁ ଜନ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

ନିକଟ ଭବିଷ୍ୟତରେ ରସୁଲପୁର ବ୍ଲକ ବ୍ରହ୍ମବରଦା ନିକଟସ୍ଥ ଆଜାଦ ନଗର ନିକଟରେ ୪୦ଫୁଟ୍ ଲମ୍ବର ଘାଇ ସୃଷ୍ଟି ହୋଇଥିଲା । ଫଳରେ ଅନେକ ଅଂଚଳ ଜଳମଗ୍ନ ହେବା ସହିତ ଅନେକ ଧନଜୀବନ ଯାଇଥିବା ନଜିର ରହିଥିବା ବେଳେ ଅନେକ ଚାଷ ଜମି ବାଲିଚର ହୋଇ ପଡିଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା । ଆଗକୁ କିପରି ନଦୀ ବନ୍ଧ ସଦୃଢିକରଣ ହୋଇପାରିବ ଏନେଇ ଜିଲା ପ୍ରଶାସନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପରେ ଏହି ନଦୀ ବନ୍ଧ ମରାମତି ଓ ସୁଦୃଢିକରଣ ପାଇଁ ୨୦୨୦-୨୧ ୧୫ କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟ ଅଟକ କରାଯାଇଥିଲା । କାମ ସମୟରେ ଠିକାଦାର ନିଜ ଇଚ୍ଛା ମୁତବାକ କାମ କରି ଚାଲି ଯାଇଥିଲା । ପରେ ଏହି ନଦୀ ବନ୍ଧ ତଥା ପୂର୍ବଂ ତଥା ପରଂ ସଦୃଶ ହୋଇଛି । ଏବେ ଏହି ନଦୀ ବନ୍ଧକୁ ମରାମତି ପାଇଁ ଜାରକା ଜଳସେଚନ ବିଭାଜନ ପକ୍ଷରୁ ବ୍ରାହ୍ମଣୀ ନଦୀ ଦକ୍ଷିଣ ପାଶ୍ୱର୍ ତାରିଣୀ ଛକ ନିକଟ ସେରପୁର ସାହାପଡା ନଦୀ ବନ୍ଧ ସୁରକ୍ଷା ନିମନ୍ତେ ଟେଣ୍ଡର କରାଯାଇଥିଲା । ଚୁକ୍ତି ସଂଖ୍ୟା ୧୯ପି୧/୨୫-୨୬ରେ ଚୁକ୍ତି ନାମା ପରିମାଣ ପାଖାପାଖି ଏକ କୋଟି ୮୦ ଲକ୍ଷ ଟଙ୍କ ବ୍ୟୟ ଅଟକଳ କରାଯାଇଥିଲା । ନଦୀ ବନ୍ଧର ଚଉଡା ସାଢେ ୬ ମିଟର ଓ ନଦୀ ବନ୍ଧ ପିଚୁ ୩.୬୦/୨୦୦୦ ମିଟିର ରହିଥିବା ଏହି କାର୍ଯ୍ୟ ଆରମ୍ଭ ୧୬ା୫ା୨୦୨୫ରେ ହୋଇ ୧୫ା୧୧ା୨୦୨୫ରେ କାର୍ଯ୍ୟ ଶେଷ ପାଇଁ ନିର୍ଦ୍ଧେଶ ରହିଛି । ତେବେ ଠିକାଦାର ନଦୀ ବନ୍ଧରେ ମାଟି ବଦଳରେ ବଦଳରେ ନଦୀ ବାଲି ପକାଇବା ସହ ବନ୍ଧ ଉପରିଭାଗକୁ କାଟି ଦେଇଥିବା ଜଣାପଡିଛି । ଏପରିକି କାର୍ଯ୍ୟ ସ୍ଥାନରେ ସରକାରୀ ନିୟମ ଅନୁଯାୟୀ ସୂଚନା ଫଳକ ଲଗାଯାଇ ନାହିଁ । ନଦ ବନ୍ଧ ଉପରେ ମାତ୍ର ୧ଇଂଚର ଡ୍ରଷ୍ଟ ପକା ଯାଇ କାମ କରାଯାଉଥିବା ବେଳେ ଗ୍ରାମବାସୀ ଆଜି ଏହାକୁ ଦେଖି ଘୋର ବିରୋଧ କରିଛନ୍ତି । ବିନା ସରକାରୀ ନିୟମରେ ଓ ବିଭାଗୀୟ ଅଧିକାରୀ ଅନୁପସ୍ଥିତ ରହିଥିବା ମଧ୍ୟ ଜାଣିବାକୁ ପାଇଥିଲେ । ଯାହାକୁ ନେଇ ଏହି ନଦୀ ବନ୍ଧର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ନିକଟରେ ଜିଲାପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯିବା ସହ ଯଦି ସରକାରୀ ନିୟମ ଅନୁଯାୟୀ କାମ କରା ନ ଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ

You Might Also Like

କଣ୍ଟାବାଞ୍ଜିରେ ୨୪୫ କୋଟି ଅଟକଳ ବ୍ୟୟରେ ନିର୍ମାଣ ହେବାକୁ ଥିବା ରେଳଡବା ମରାମତି କାରଖାନାର ଶିଳାନ୍ୟାସ
ବ୍ୟାଙ୍କ ଅଫ ବରୋଦା ତରଫରୁ ବୃଦ୍ଧାଶ୍ରମରେ କମ୍ବଳ ବଂଟନ
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଛାତ୍ର – ଅଣଛାତ୍ର ମୁହାଁମୁହିଁ :  ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ଗୋପାଳପୁର ଥାନା ଘେରାଉ କଲେ ଛାତ୍ର
ବିଜୟାଦଶମୀରେ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ – Hindusthan Samachar Odia
ନବୀନଙ୍କ ସଭା ଭଣ୍ଡୁର ପାଇଁ ବିଜେପି କରୁଛି ଉଦ୍ୟମ: ବିଜେଡି

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ଅମଲାତନ୍ତ୍ର ଦୁର୍ନୀତି: ନୀରବ ଶତ୍ରୁ ଯାହାକୁ ଆମେ ସମସ୍ତେ ଜାଣୁ କିନ୍ତୁ କେବେବି କଥା ହେଉନାହୁଁ | BulletsIn
Next Article ଅମଲାତନ୍ତ୍ର ଦୁର୍ନୀତି: ନୀରବ ଶତ୍ରୁ ଯାହାକୁ ଆମେ ସମସ୍ତେ ଜାଣୁ କିନ୍ତୁ କେବେବି କଥା ହେଉନାହୁଁ | BulletsIn
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?