ଭୁବନେଶ୍ୱର, 11 ନଭେମ୍ବର (ହି.ସ.) – ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଶନିବାର ଦିନ ଭଦ୍ରକ ଜିଲ୍ଲା କାର୍ଯ୍ୟାଳୟରେ ଆୟୋଜିତ ଭଦ୍ରକ ଲୋକସଭା ବୈଠକରେ ଯୋଗଦେଇଛନ୍ତି । ଏହି ଅବସରରେ ଆଗାମୀ ନଭେମ୍ବର ୧୪ ରୁ ୧୮ ତାରିଖ ମଧ୍ୟରେ ସାରା ରାଜ୍ୟରେ ହେବାକୁ ଯାଉଥିବା ବ୍ଲକ ଘେରାଉ ଏବଂ ଅନ୍ୟାନ୍ୟ ସାଙ୍ଗଠନିକ ବିଷୟକୁ ନେଇ ଆଲୋଚନା କରାଯାଇଥିବା ଶ୍ରୀ ସାମଲ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ
