


ବଲାଙ୍ଗିର, 01 ଜାନୁଆରି (ହି.ସ.)
ନବ ବର୍ଷ,୨୦୨୬ ଆସିଚି ଶୀତୁଆ ସକାଳ ର ବଡି ଭୋର୍ ରୁ ଆଯି ବଲାଙ୍ଗୀର ଚଳ ଚଞ୍ଚଳ ହୋଈ ଉଠିଛି। ଯିଏ ଯାହାକୁ ଦେଖିଲା ଆଜି ର ନବ ବର୍ଷ ଆରମ୍ଭ ରେ ଶୁଭ ମନାସି ନବ ବର୍ଷ ମଙ୍ଗଳ ମୟ ହେଉ ବୋଳି ଶୁଭ ମନାସି ଅଭିନନ୍ଦନ ଜଣାଉଥିବା ଦେଖା ଯାଉଚି।ଭୋର୍ ଋ ନଗର ମଧ୍ୟରେ ଥିବା ସମଲେଶ୍ବରୀ ମନ୍ଦୀର ରେ ନାହିଁ ନଥିବା ଭିଡ। ବାହାରେ ଥିବା ଦୋକାନ ଗୁଡିକରୁ ପୂଜା ସାମଗ୍ରୀ ନଡ଼ିଆ ଦୀପ ଧୂପ ନେଇ ଶହ ଶହ ଶ୍ରଦ୍ଧାଳୁ ମନ୍ଦୀର କୂ ପ୍ରବେଶ କରିବା ସହିତ ମା ଙ୍କ ପାଖରେ ଦ୍ଵୀପ ନବ ବର୍ଷ ୨୦୨୬ ମଙ୍ଗଳ ମୟ ହେଉ, ସଂସାର ଦେଶ ରାଜ୍ୟ ବାସି ସହିଟ ପରିବାର ସର୍ବ ମଙ୍ଗଳ କାମନା କରି ପ୍ରାର୍ଥନା କରୁଥିବା ଦେଖା ଯାଇଚି। ଏହି ମନ୍ଦିର ବ୍ୟତିତ ଶ୍ରୀ ରାମ ଚରିତ ମାନସ ମନ୍ଦୀର, ସାଇ ବାବା ମନ୍ଦୀର, ପା। ଟନେଶ୍ୱରି ମନ୍ଦୀର, ରାଧା କୃଷ୍ଣ ମନ୍ଦିର ସମେଟ ସମସ୍ତ୍ ଛୋଟ ବଡ଼ ମନ୍ଦିର ରେ ଅଂଗ୍ରେଜୀ ନୂତନ ବର୍ଷ ପାଇଁ ଲୋକ ଗହଳି ହୋଇଚି। ଆଜି ସରକାରି ଭାବରେ କାର୍ଯ୍ୟ ଦିବସ ସ୍ଵାଭାବିକ ଅଫିସ କାର୍ଯ୍ୟ ଚାଲିବ ହେଲେ ମଧ୍ଯ କର୍ମଚାରୀଙ୍କ ଭିତରେ ହାପି ନିଉୟର କହିବା କୂ ହେହି ଭୁଲି ହାହାନ୍ତି। ହେଲେ ମଧ୍ୟ ପୂର୍ବ ଭଳି ଆଉ ସେ ଭିଡ଼ ଭାଡ ଭୋଜି ଭାତ ଆସର ଚଳିତ ବର୍ଷ ଆଉ ଜମି ନାହିଁ ଜିରୋ ହାୱାର ଦେଲି ବ୍ରେଶନ ଆଗ ଭଳି ଜାଣିନାହିଁ। ଗତ ରାତି ୧୨ ଟା ବେଳେ ଅନେକ ଜାଗାରେ ବାଣ ଅତିସ ବାଜି ରେ ନୂତନ ବର୍ଷ କୂ ସ୍ବାଗତ କରା ଯାଇଥିଲା। ଆଜି ଦିନ ତମାମ ଏହି ମହୋଲ୍ ରହିବ ଆସନ୍ତା କାଲି ଲୋକଙ୍କ ମଧ୍ୟରୁ ଏହା ଧିମେଇ ଯାଇଥିବ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ
