• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ଦିଲ୍ଲୀ ୟୁନିଭର୍ସିଟିର ରାମଜସ କଲେଜରେ ବନ୍ଦେ ମାତରଂର 150 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେଲେ ଧର୍ମେନ୍ଦ୍ର ପ୍ରଧାନ
Regional

ଦିଲ୍ଲୀ ୟୁନିଭର୍ସିଟିର ରାମଜସ କଲେଜରେ ବନ୍ଦେ ମାତରଂର 150 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେଲେ ଧର୍ମେନ୍ଦ୍ର ପ୍ରଧାନ

CliQ INDIA
Last updated: November 10, 2025 6:05 pm
CliQ INDIA
Share
2 Min Read
SHARE

ନୂଆଦିଲ୍ଲୀ, 10 ନଭେମ୍ବର (ହି.ସ.)-ଆଜି ଦିଲ୍ଲୀ

ବିଶ୍ୱବିଦ୍ୟାଳୟର ରାମଜସ୍ କଲେଜ୍‌ରେ ଆୟୋଜିତ ବନ୍ଦେ ମାତରମ୍ର ଗୌରବମୟ 150 ବର୍ଷ

ପୂର୍ତ୍ତି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର

ପ୍ରଧାନ। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ମହାନ ଦେଶଭକ୍ତ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ

ଜୀଙ୍କ ଦ୍ୱାରା ଆନନ୍ଦମଠରେ ପ୍ରଦତ୍ତ ଅମର ରାଷ୍ଟ୍ରଗୀତ ବନ୍ଦେ

ମାତରମ୍, ରାମଜସ୍ କଲେଜ୍ ଏବଂ

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପରିବାର ସହିତ ସାମୁହିକ ଭାବେ ଗାଇବାର ସୌଭାଗ୍ୟ ଅତ୍ୟନ୍ତ

ପ୍ରେରଣାଦାୟକ ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି

ଯେ ଦୀର୍ଘ ସଂଘର୍ଷ ଏବଂ ଅଗଣିତ ରାଷ୍ଟ୍ରସେବକଙ୍କ ବଳିଦାନ ପରେ 1947 ମସିହାରେ ଆମେ ସ୍ୱାଧୀନତା

ଲାଭ କରିଥିଲୁ। ବନ୍ଦେ ମାତରମ୍ ସେହି ଜାତୀୟ ଚେତନାର ଉଦଘୋଷ ଥିଲା ଯାହା ସମଗ୍ର

ଦେଶକୁ ଏକ ସୂତ୍ରରେ ବାନ୍ଧିଦେଇଥିଲା। ଆମ ଯୁବ ସାଥୀମାନେ ବନ୍ଦେ ମାତରମ୍ର

ପୂର୍ଣ୍ଣ ଗୀତ ଗାଆନ୍ତୁ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ବନ୍ଦେ ମାତରମ୍ର ଭାବନାର

ବାହକ ହେଉ। ଏହି ଅମର ଭାବନାକୁ ଜନଆନ୍ଦୋଳନରେ ପରିଣତ କରି ଭବିଷ୍ୟତ୍ ପିଢ଼ି ସହିତ ଯୋଡ଼ିବାରେ

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ।

ବିଶ୍ୱବିଦ୍ୟାଳୟର ପ୍ରତ୍ୟେକ

କକ୍ଷରେ ବନ୍ଦେ ମାତରମ୍ର ସମୁହ ଗାୟନ ଏକ ଶକ୍ତିଶାଳୀ ପରମ୍ପରା ଭାବେ ସ୍ଥାପିତ

ହେଉ—ତେବେ ଏହା ଏକ ଜନଆନ୍ଦୋଳନର ରୂପ ନେବ। ସେତେବେଳେ ଆମେ

ସ୍ୱାଧୀନତାର ପ୍ରେରଣା ପାଇଁ ବନ୍ଦେ ମାତରମ୍ ଗାଇଥିଲୁ,

ଆଜି 21ତମ ଶତାବ୍ଦୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର

ମୋଦିଙ୍କ ନେତୃତ୍ୱରେ ଏକ ଉନ୍ନତ ଏବଂ ସମୃଦ୍ଧ ଭାରତ ଗଢ଼ିବା ପଥରେ ବନ୍ଦେ

ମାତରମ୍ ଆମ ପଥପ୍ରଦର୍ଶକ ହେଉ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି

ଯେ ଏହି ସାର୍ଥକ ଆୟୋଜନ ପାଇଁ ମୁଁ ରାମଜସ୍ କଲେଜ୍ ଏବଂ ଦିଲ୍ଲୀ ୟୁନିର୍ଭସିଟିକୁ ହୃଦୟରୁ

ଧନ୍ୟବାଦ ଜଣାଉଛି ଏବଂ ସମସ୍ତଙ୍କୁ ବନ୍ଦେ ମାତରମ୍ର ଗୌରବମୟ 150 ବର୍ଷ ପୂର୍ତ୍ତି

ଉପଲକ୍ଷେ ଅନେକ ଶୁଭେଚ୍ଛା ଜଣାଉଛି।

—————

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା

You Might Also Like

ଗୁରୁ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଲେ ପ୍ରଭାତି ପରିଡା
ଆଜି ଶ୍ରୀଜୀଉଙ୍କ ବନକଲାଗି : ୫ ଘଂଟା ଦର୍ଶନ ବନ୍ଦ
ଦିନିକିଆ ଅନୁଗୁଳ ଗସ୍ତରେ ରାଜ୍ୟପାଳ – Hindusthan Samachar Odia
ମହାନ ବିପ୍ଳବୀ ଧରଣୀଧର ନାଏକ (ଭୂୟାଁ)ଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ
କିସ୍ ଛାତ୍ର ହତ୍ୟାକାଣ୍ଡ- ଭୁବନେଶ୍ୱର ଜେଏମଏଫସି କୋର୍ଟରେ ଜାମିନ ଆବେଦନ ଖାରଜ, ଅତିରିକ୍ତ ସିଇଓ ସହିତ 8 ଅଭିଯୁକ୍ତଙ୍କୁ ପଠାଗଲା ଝାରପଡା ଜେଲ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ଆମେରିକାରେ ସଟଡାଉନ ଯୋଗୁ ବିମାନ ଯାତ୍ରା ବାଧାପ୍ରାପ୍ତ, 2ହଜାର ଉଡାଣ ରଦ୍ଦ
Next Article ଆଜି ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?