ଭୁବନେଶ୍ୱର, 21 ଜାନୁଆରୀ – କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁରର ଧାନକଉଡା ଠାରେ ଏନଏସଡିସି ପକ୍ଷରୁ ଆୟୋଜିତ ‘କୌଶଳ ମହୋତ୍ସବ’ର ଉଦଘାଟନ କରିବେ । ପରେ କେନ୍ଦ୍ରମନ୍ତ୍ରୀ ଅଇଁଠାପାଲି ସ୍ଥିତ ପିଏଚଡି ଗ୍ରାଉଣ୍ଡରେ ‘ପୁସ୍ତକ ମେଳା’ର ଲୋକାର୍ପଣ କରିବେ ।
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
