• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ଓଡ଼ିଶାରେ ଆୟୋଜିତ ହେଲା ପଂଚଜନ୍ୟର ‘ସୁଶାସନ ସମ୍ବାଦ- ଓଡ଼ିଶା କୀ ଉଡାନ୍’ କାର୍ଯ୍ୟକ୍ରମ
Regional

ଓଡ଼ିଶାରେ ଆୟୋଜିତ ହେଲା ପଂଚଜନ୍ୟର ‘ସୁଶାସନ ସମ୍ବାଦ- ଓଡ଼ିଶା କୀ ଉଡାନ୍’ କାର୍ଯ୍ୟକ୍ରମ

CliQ INDIA
Last updated: July 29, 2025 2:01 pm
CliQ INDIA
Share
4 Min Read
SHARE

ଭୁବନେଶ୍ୱର, 29 ଜୁଲାଇ (ହି.ସ.)

ସୁଶାସନ ମାଧ୍ୟମରେ ଏକ ଆତ୍ମନିର୍ଭର ଓଡ଼ିଶାର ଉଦୟ ପ୍ରଦର୍ଶନ

– ସୁଶାସନ ଉପରେ ଜାତୀୟ ଆଲୋଚନା ଶୃଙ୍ଖଳାର ଅଂଶ ସ୍ୱରୂପ, ପଞ୍ଚଜନ୍ୟ ଭୁବନେଶ୍ୱରର ତାଜ୍‌ଭିଭାନ୍ତରେ ‘ସୁଶାସନ ସମ୍ବାଦ: ଓଡ଼ିଶା କୀ ଉଡ଼ାନ୍’ ନାମକ ଏକ କାର୍ଯ୍ୟକ୍ରମ

ସଫଳ ଭାବେ ଆୟୋଜନ କରିଛି ।ଭାରତର ବିକାଶ ଗାଥାରେ ଓଡ଼ିଶାର ଭୂମିକାକୁ ଅଭିବୃଦ୍ଧି କରାଇବା ଉଦ୍ଦେଶ୍ୟରେ

ଏକ ବିଶିଷ୍ଟ ଶିଳ୍ପ, ଦକ୍ଷତା,

ନବାଚାର ଓ ସାଂସ୍କୃତିକ ଐତିହ୍ୟର ସଂଯୋଗ ମାଧ୍ୟମରେ ଏହି ସମ୍ମିଳନୀ ଆୟୋଜିତ କରାଯାଇଛି

।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ତାଙ୍କର ମୁଖ୍ୟ ଭାଷଣରେ ସଶକ୍ତ ଓ ଆତ୍ମନିର୍ଭର

ଓଡ଼ିଶା ର ଉଦାହରଣ ଦେଇଥିଲେ।ସେ ଓଡ଼ିଶାକୁ ଏକ ସାମର୍ଥ୍ୟଶୀଳ ରାଜ୍ୟ ଭାବେ ବିବେଚନା କରି, ଯେଉଁଠାରେ ଦକ୍ଷ ମାନବ ସମ୍ବଳ, ସୁଦୃଢ ଭିତ୍ତିଭୂମି ଓ ପ୍ରାଚୀନ ସାଂସ୍କୃତିକ ଐତିହ୍ୟ ଅଛି, ତାହା ଉପରେ ଆଲୋକପାତ କରିଥିଲେ।

ସେ କହିଥିଲେ ଯେ, “ଭକ୍ତଙ୍କ

ସୁରୁଖୁରୁରେ ଦର୍ଶନ ପାଇଁ ପୁରୀର ଶ୍ରୀଜଗନ୍ନାଥ ମନ୍ଦିରର ସମସ୍ତ ଚାରିଟି ଦ୍ୱାର ଖୋଲିବା ଠାରୁ ଆରମ୍ଭ

କରି , ମହିଳା ସଶକ୍ତିକରଣ ପାଇଁ ‘ସୁଭଦ୍ରା ଯୋଜନା’ର ଶୁଭାରମ୍ଭ, ମନ୍ଦିରର ବିକାଶ ପାଇଁ 5ଶହ କୋଟି କର୍ପସ ଫଣ୍ଡ ଓ ଧାନ ଚାଷୀଙ୍କୁ ପ୍ରତି

କ୍ୱିଣ୍ଟାଲ୍‌ପିଛା 800 ଟଙ୍କା ବୋନସ୍ ମଞ୍ଜୁରି ଦେବା ପର୍ଯ୍ୟନ୍ତ – ଆମେ

ପ୍ରତିଟି କ୍ଷେତ୍ରରେ କାମ କରି ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛୁ ।ଏହିପରି ଭାବରେ, ପ୍ରାକୃତିକ ସମ୍ପଦକୁ ସାଂସ୍କୃତିକ ଐତିହ୍ୟ ଓ ଆଧୁନିକ

ପ୍ରାଣାଳୀ ସହିତ ଏକତ୍ରିତ କରି ଓଡ଼ିଶା ଭାରତର ପ୍ରଗତିରେ ଏକ ନୂତନ ଅଧ୍ୟାୟ ଲେଖୁଛି ।

ଏହି ମଞ୍ଚରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡା ଉପସ୍ଥିତି ରହି ଶାସନ ଓ

ସମାଜିକ ଉନ୍ନତିରେ ମହିଳା ନେତୃତ୍ୱ ଓ ଉଦ୍ୟମିତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ

କରିଥିଲେ ।

ବ୍ଲୁ ଇକୋନାମୀ ଓ ଉପକୂଳ ଅଞ୍ଚଳର ବିକାଶ ବିଷୟରେ ବ୍ୟାପକ ଆଲୋଚନା କରିବା ସନ୍ଦର୍ଭରେ ମହାରାଷ୍ଟ୍ର

ରାଜ୍ୟ ସରକାରର କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀ ନିତେଶ ରାଣେ କହିଛନ୍ତି ଯେ, ଓଡ଼ିଶା ପରି ଉପକୂଳ ରାଜ୍ୟଗୁଡ଼ିକ ବନ୍ଦର କେନ୍ଦ୍ରିତ ବିକାଶ, ବ୍ୟବସାୟ ଲଜିଷ୍ଟିକ୍ସ ଓ ସ୍ଥାୟୀ ସମୁଦ୍ର ସମ୍ପଦ ବ୍ୟବସ୍ଥାପନ ମାଧ୍ୟମରେ

ଆର୍ଥିକ ଉନ୍ନତିର ଏକ ନୂଆ ତରଙ୍ଗ ଦେଖିପାରିବେ ।ସେ କହିଥିଲେ,

“ଉପକୂଳ ରାଜ୍ୟଗୁଡ଼ିକ ହେଉଛି ବିଶ୍ୱକୁ ଭାରତର

ପ୍ରବେଶ ଦ୍ୱାର।

‘ଓଡ଼ିଶା କୀ ଉଡ଼ାନ୍’ କାର୍ଯ୍ୟକ୍ରମକୁ ଗରିମାମୟ କରିଥିବା ଅନ୍ୟ ଅତିଥିମାନେ ହେଲେ ରାଷ୍ଟ୍ରୀୟ

ସ୍ୱୟଂସେବକ ସଂଘର ବରିଷ୍ଠ ପ୍ରଚାରକ ଶ୍ରୀ ମୁକୁଳ କାନିଟକର ଓ ପ୍ରଜ୍ଞା ପ୍ରବାହର ଜାତୀୟ ସଂଯୋଜକ

ଶ୍ରୀ ଜେ. ନନ୍ଦକୁମାର।ଶ୍ରୀ କାନିଟକର ଭାରତୀୟ ଜ୍ଞାନ ପରମ୍ପରା ଓ ତୃଣମୂଳ ନବାଚାର ମାଧ୍ୟମରେ

ରାଷ୍ଟ୍ର ନିର୍ମାଣ ସଂପର୍କରେ ଗଭୀର ଅନ୍ତର୍ଦୃଷ୍ଟି ଦେଇଥିବା ବେଳେ ଶ୍ରୀ ନନ୍ଦକୁମାର ସୁଶାସନର ସାଂସ୍କୃତିକ

ଓ ସଭ୍ୟତାଗତ ଆଧାର ବିଷୟରେ ଅଲୋକପାତ କରିଥିଲେ।

‘ପଞ୍ଚଜନ୍ୟ’ର ସମ୍ପାଦକ ଶ୍ରୀ ହିତେଶ ଶଙ୍କର ତାଙ୍କର ଭାଷଣରେ କହିଛନ୍ତି ଯେ, ପୂର୍ବ ଭାରତର ଉଦୟକୁ ଆଗକୁ ଆଣିବାର ଆବଶ୍ୟକତା ଅଛି, ବିଶେଷ କରି ଓଡ଼ିଶାର ସମ୍ଭାବନାକୁ ଗୁରୁତ୍ୱ ଦେଇ, ଯାହା ଏକ ସାମ୍ପ୍ରତିକ

ଓ ଦୃଢ଼ ସୁଶାସନର ଜାତୀୟ ଆଦର୍ଶ ରୂପେ ଉଭା ହୋଇପାରେ।ସେ କହିଥିଲେ ଯେ, “ସୁଶାସନ ସଂବାଦ କେବଳ ଏକ ଆଲୋଚନା ମଞ୍ଚ ନୁହେଁ, ବରଂ ଏହା ଏକ ଦୃଢ଼ ସଙ୍କଳ୍ପ ଯାହା ଭାରତର ବିକାଶ ଦୃଷ୍ଟିକୋଣ ଉପରେ ସମ୍ମତି

ଓ ସ୍ପଷ୍ଟତା ଗଢ଼ିବା ଉଦ୍ଦେଶ୍ୟରେ ଗଠିତ ହୋଇଛି।”

ସୁଶାସନ ସଂବାଦ ଏକ ମଞ୍ଚ ଭାବେ ଉଦୟ ହୋଇଛି, ଯେଉଁଠି ନୀତି ନିର୍ମାତା, ଚିନ୍ତନଶୀଳ ନେତୃତ୍ୱ ଓ ସାଂସ୍କୃତିକ ପ୍ରତିଷ୍ଠିତ ବ୍ୟକ୍ତିମାନେ ଭାରତର

ଭବିଷ୍ୟତ ସୁଶାସନ ବିଷୟରେ ଗଭୀର ଆଲୋଚନା କରିପାରୁଛନ୍ତି।ଏହା ଏକ ଜୀବନ୍ତ ଓଡ଼ିଶାର

ସ୍ୱର, ଏକ ଏଭଳି ରାଜ୍ୟ ଯାହା ଗୌରବ, ଦୃଢ଼ ସଙ୍କଳ୍ପ ଓ କାର୍ଯ୍ୟଦକ୍ଷତା ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ବିକଶିତ ଭାରତ’ ଦୃଷ୍ଟିକୋଣ ସହ ସ୍ୱର ମିଳାଇଛି।

ପଂଚଜନ୍ୟ ସଂପର୍କରେ- ପଞ୍ଚଜନ୍ୟ ହେଉଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଦୃଷ୍ଟିକୋଣରେ ପ୍ରେରିତ

ଏକ ଭାରତୀୟ ସାପ୍ତାହିକ ହିନ୍ଦୀ ପତ୍ରିକା।ଏହି ପତ୍ରିକାକୁ 1948 ମସିହାରେ ମକର ସଂକ୍ରାନ୍ତି ଅବସରରେ ଲକ୍ଷ୍ନୌରେ

ଦିବଙ୍ଗତ ଶ୍ରୀ ଦୀନଦୟାଲ ଉପାଧ୍ୟାୟ ଆରମ୍ଭ କରିଥିଲେ।ଏହାର ପ୍ରଥମ ସମ୍ପାଦକ

ଥିଲେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀ।ପଞ୍ଚଜନ୍ୟର ପ୍ରଥମ କଭର୍

ପେଜ୍‌ରେ ଭଗବାନ ଶ୍ରୀକୃଷ୍ଣଙ୍କ ଛବି ଥିଲା, ଯାହାର ଉଦ୍ଦେଶ୍ୟ ଥିଲା ଦେଶଭକ୍ତି ଆଧାରିତ ଆଦର୍ଶବାଦକୁ ଅନୁସରଣ କରି

ଭାରତର ସାଂସ୍କୃତିକ ଐତିହ୍ୟକୁ ସମ୍ମାନ ଦେବା।ବର୍ତ୍ତମାନ ପଞ୍ଚଜନ୍ୟର ସମ୍ପାଦକ ହିତେଶ ଶଙ୍କର,

ଯିଏ ପୂର୍ବରୁ ‘ହିନ୍ଦୁସ୍ଥାନ’ ପତ୍ରିକାର ସମ୍ପାଦକ ଥିଲେ।ସେ ଆଇଆଇଏମସିର ନୂତନ

କାର୍ଯ୍ୟକାରୀ ପରିଷଦର ସଦସ୍ୟ ମଧ୍ୟ ଅଛନ୍ତି।

—————

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା

You Might Also Like

ରାଜ୍ୟସଭା ପ୍ୟାନେଲର ଉପାଧ୍ୟକ୍ଷ ଭାବେ ସସ୍ମିତ ପାତ୍ରଙ୍କୁ ପୁନଃ ନିଯୁକ୍ତି
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୨୦୨୫ -୨୬ଖରିଫ୍ ମାର୍କେଟିଂ ଋତୁ ନିମନ୍ତେ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ
ଜିଲ୍ଲାସ୍ତରୀୟ “ବେଟି ବଚାଓ ବେଟି ପଢାଓ” ସମ୍ପର୍କିତ କାର୍ଯ୍ୟକ୍ରମ
ସମ୍ବଲପୁର ପୁସ୍ତକ ମେଳାର ଲୋକାର୍ପଣ ସହ ଆଇଆଇଏମ ସମ୍ବଲପୁରରେ ‘ରଙ୍ଗବତୀ ଉତ୍କର୍ଷ କେନ୍ଦ୍ର’ ସ୍ଥାପିତ
ଏବିଭିପିର ଭୁବନେଶ୍ୱର ମହାନଗର ସମ୍ମିଳନୀ ଆଜି

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ଉଜ୍ଜୟିନୀ- ରାତି 12ଟା ବେଳେ ଖୋଲିଲା ନାଗଚନ୍ଦ୍ରେଶ୍ୱର ମନ୍ଦିରର ଦ୍ୱାର, ଦର୍ଶନ ପାଇଁ ଲମ୍ବା ଲାଇନ
Next Article ଭାରତରେ AI ଏଜେଣ୍ଟିଂ ଏବଂ ଯୁବପିଢ଼ି: କେବଳ ସ୍ୱୟଂଚାଳିତ ନୁହେଁ, ବିଚାର ସହିତ ଚାକିରି | BulletsIn
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?