ଭୁବନେଶ୍ୱର, 2 ଡିସେମ୍ବର (ହି.ସ.)- ଆଜି ସନ୍ଧ୍ୟା ୫ ଟା ୩୦ମିନିଟ ସମୟରେ ମିଶନ ଶକ୍ତି
ବିଭାଗ ଓ ବିଶ୍ୱ ଦକ୍ଷତା କେନ୍ଦ୍ରର ଆନୁକୂଲ୍ୟରେ
ମିଶନ ଶକ୍ତି ଭବନରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କ ବିୟୁଟି ଓ ୱେଲନେସ ପାଠ୍ୟକ୍ରମର
ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ
ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
