ଭୁବନେଶ୍ୱର, 23 ଅକ୍ଟୋବର (ହି.ସ.)- ଅମରେଶ ଜେନାଙ୍କୁ ହାଇକୋର୍ଟରୁ ଜାମିନ, ଆଜି ଜେଲରୁ ବାହାରିବେ । ଆଜି
ଭୁବନେଶ୍ଵରର ଯୁବ ନେତା ତଥା ୪୫ନଂ ୱାର୍ଡ କର୍ପୋରେଟର ଅମରେଶ ଜେନାଙ୍କ ହାଇକୋର୍ଟ ଜାମିନ ଆବେଦନ
ମଞ୍ଜୁର ହେବାପରେ ଆଜି ଝାରପଡ଼ା ସ୍ଵତନ୍ତ୍ର କାରାଗାରରୁ ସନ୍ଧ୍ୟା ୫:୪୫ ମିନିଟ୍ ସମୟରେ ତାଙ୍କ
ସମର୍ଥକଙ୍କ ସହ ବାହାରିବେ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
