ରାଜ୍ୟର ଅଧିକାଂଶ ଶୈବପୀଠରେ ମାସର ପ୍ରଥମ ସୋମବାରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖାଯାଇଛି । ସକାଳୁ ସକାଳୁ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁମାନେ ଭିଡ଼ିଛନ୍ତି । ଦୂରଦୂରାନ୍ତରୁ ପାଣି ଆଣି ଆସିଥିବା କାଉଡିଆମାନେ ଲମ୍ବା ଲାଇନରେ ଆସି ଶୈବଲିଙ୍ଗରେ ଜଳ ଲାଗି କରିଥିବା ସମାଚାର ଦେଖାଯାଇଛି ।
BulletsIn
- ମାସର ପ୍ରଥମ ସୋମବାରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖାଯାଇଛି ।
- ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ଶ୍ରଦ୍ଧାଳୁମାନେ ଭିଡ଼ିଛନ୍ତି ।
- ବିଭିନ୍ନ ଶୈବପୀଠରେ ସକାଳୁ ସକାଳୁ ଭିଡ଼ ହୋଇଛି ।
- ଦୂର ଦୂରାନ୍ତରୁ ପାଣି ଆଣି ଆସିଛନ୍ତି କାଉଡିଆ ।
- ଧବଳେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଛି ।
- ଆରଡି ଶୈବପୀଠରେ ଜଳାଭିଷେକ କରିଛନ୍ତି ଶ୍ରଦ୍ଧାଳୁ ।
- ଚନ୍ଦନେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖାଯାଇଛି ।
