ଭୁବନେଶ୍ୱର, 10 ମାର୍ଚ୍ଚ: ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ବିଶ୍ୱଜିତ ଦାଶ ୩ଟି ନୂତନ ବ୍ଲକ ସଭାପତିଙ୍କ ନାମ ଘୋଷଣା କରିଛନ୍ତି । ସେମାନେ ହେଲେ ବ୍ଲକ-୬ ପ୍ରାଚୀ ରାଉତରାୟ, ବ୍ଲକ-୭ ଅଶୋକ କୁମାର ଜେନା, ବ୍ଲକ-୯ ଶରତ କୁମାର ସାହୁ ପ୍ରମୁଖଙ୍କ ନୂତନ ବ୍ଲକ ସଭାପତିଭାବେ ନିଯୁକ୍ତି ପାଇଛନ୍ତି ।
ଭୁବନେଶ୍ୱର ଜିଲ୍ଳା କଂଗ୍ରେସ କମିଟିକୁ ଆଗାମୀ ଦିନରେ ଶକ୍ତିଶାଳୀ ତଥା କ୍ରିୟାଶୀଳ କରିବାପାଇଁ ସେମାନେ ଦାୟୀତ୍ୱ ନିର୍ବାହ କରିବେ ବୋଲି ଆଶା ଓ ବିଶ୍ୱାସ ।
