ଭୁବନେଶ୍ୱର, 1 ଡିସେମ୍ବର (ହି.ସ.)
– ଆଜିଠାରୁ
ଆରମ୍ଭ ହେଉଛି ୩୬ତମ କୋଣାର୍କ ମହୋତ୍ସବ । ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ସ୍ଥିତ
ମୁକ୍ତାକାଶ ରଙ୍ଗମଞ୍ଚରେ ଆଜିଠାରୁ ଆରମ୍ଭ ହେଉଛି ୩୬ତମ କୋଣାର୍କ ମହୋତ୍ସବ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଉତ୍ସବର
ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବେ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
