• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ୨ କୋଟି ଟଙ୍କା ପାଣିରେ ପଡିଲା : ଅସମ୍ପୂର୍ଣ୍ଣ ହୋଇ ପଡିଛି ଆଖୁଆ ନାଳ : ପୁର୍ନଃରୁଦ୍ଧାର ଦାବି ଜୋର ଧରିଲା
Regional

୨ କୋଟି ଟଙ୍କା ପାଣିରେ ପଡିଲା : ଅସମ୍ପୂର୍ଣ୍ଣ ହୋଇ ପଡିଛି ଆଖୁଆ ନାଳ : ପୁର୍ନଃରୁଦ୍ଧାର ଦାବି ଜୋର ଧରିଲା

CliQ INDIA
Last updated: August 1, 2025 9:50 am
CliQ INDIA
Share
3 Min Read
SHARE

ଧର୍ମଶାଳା, ୩୧ ଜୁଲାଇ (ହି.ସ.)- ଯାଜପୁର ଜିଲା ରସୁଲପୁର, ଧର୍ମଶାଳ, ବଡଚଣ। ଓ ବରୀ ବ୍ଲକର ହଜାର ହଜାର ଅଗ୍ରଣୀ ଚାଷୀ ଚାଷ ଉପରେ ନିର୍ଭର କରନ୍ତି । ହେକ୍ଟର ହେକ୍ଟର ଚାଷ ଜମିରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଫସଲ ଅମଳ କରି ସେମାନଙ୍କ ପରିବାର ପ୍ରତିପୋଷଣ କରିଥାନ୍ତି । ସେମାନଙ୍କ ଜୀବନଜିବିକା ଆଖୁଆ ନାଳ ଉପରେ ନିର୍ଭର । ଏହି ଆଖୁଆ ନାଳ ସେମାନଙ୍କ ମୁଖ୍ୟ ମେରୁଦଣ୍ଡ । ସେହି ଆଖୁଆ ନାଳ ଏବେ ବିଲୁପ୍ତ ହେବାକୁ ବସିଲାଣି । ଆଉ କିଛି ଦିନ ପରେ ଏହି ନାଳ ସମସ୍ତଙ୍କ ପାଇଁ କାଳ ହୋଇ ରହିଯିବ । ଚାଷୀଙ୍କଠାରୁ ଆରମ୍ଭ କରି ଗୃହପାଳିତ ପଶୁମାନେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ଯାଉଛନ୍ତି । ଏହି ଘଟଣାକୁ ନେଇ ଶତାଧିକ କ୍ଷୁଦ୍ର ଓ ଅଗ୍ରଣୀ ଚାଷୀ ବରୀର ତତ୍କାଳୀନ ବିଧାୟିକା ସୁନନ୍ଦା ଦାସଙ୍କ ନିକଟରେ ଅଭିଯୋଗ କରି ଆସୁଥିଲେ । ବିଧାୟିକାଙ୍କ ପ୍ରଚେଷ୍ଟାରେ ଏହି ଘଟଣାକୁ ଗୁରୁତ୍ବର ସହ ନେଇ ବିଭାଗୀୟ ତତ୍କାଳୀନ ମନ୍ତ୍ରୀ ଓ ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ । ଆଖୁଆ ନାଳର ପୁନଃର୍ରୁଦ୍ଧାର ଓ ଜୟସୁଙ୍ଗୁଡା-ଆଖୁଆକୂଳ ଗ୍ରାମକୁ ସଂଯୋଗ କରୁଥିବା ନାଳ ଉପରେ ସେତୁର ଭିତିପ୍ରସ୍ତର ସମେତ ବ୍ରାହ୍ମଣୀ ନଦୀରୁ ବାହାରି ବିରୂପା ନଦୀରେ ମିଶିଥିବା ଏହି ନାଳ ଓ ବିଭିନ୍ନ ସ୍ଥାନରେ ୪ଗୋଟି ଛୋଟ ଛୋଟ ସେତୁ ପାଇଁ ୭ ଜୁଲାଇ ୨୦୨୩ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା । ରସୁଲପୁର ବ୍ଲକ ବନ୍ଧହିହ ପଂଚାୟତ ଅନ୍ତର୍ଗତ ଜୟସୁଙ୍ଗୁଡା ଗ୍ରାମ ନିକଟସ୍ଥ ବାବା ସପ୍ନେଶ୍ୱର ମନ୍ଦିର ପରିସରରେ ଭୂମି ପୂଜନ କରାଯାଇ ଶୁଭ ଶିଳାନ୍ୟାସ ଦିଆଯାଇଥିଲା । ଏହି ସମସ୍ତ କାର୍ଯ୍ୟ ମଇ ମାସ ୨୦୨୪ରେ ଶେଷ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା । ଏହି ଛୋଟ ଛୋଟ ସେତୁ ଓ ନାଳର ପୁନଃର୍ରୁଦ୍ଧାର ହେଲେ ରସୁଲପୁର ବ୍ଲକ ସମେତ ଧର୍ମଶାଳା, ବରୀ ଓ ବଡଚଣା ବ୍ଲକର ହଜାର ହଜାର ଚାଷୀ ଉପକୃତ ହୋଇପାରିବେ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ ଆକଳନ କରାଯାଇଥିଲା । ଏହି ନାଳ ୧୧ କି.ମିି. ଦେଇ ଯାଇଥିବା ବେଳେ କିଛି ମାତ୍ରାରେ ନାଳରୁ ଦଳ ସଫା କରାଯାଇଥିଲା । ଏବଂ ୪ଟି ଛୋଟ ସେତୁ ମଧ୍ୟରୁ ୨ଟି ସମ୍ପୂର୍ଣ୍ଣ ହୋଇଥିବା ବେଳେ ଅନ୍ୟ ୨ଟି ସେତୁ ୯୦ ପ୍ରତିଶତ କାମ ସରିଛି । କିଛି ସ୍ଥାନରେ ସଫା ହୋଇଥିବା ଦଳ ଏବେ ସବୁଆଡେ ଭର୍ତି ହୋଇ ଗଲାଣି । ଯାହାକି ନିକଟରେ ଏହା ଚାଷ କାର୍ଯ୍ୟ ଉପରେ ବେଶ୍ ପ୍ରଭାବ ପଡିବା ଯଥେଷ୍ଟ ସମ୍ଭାବନା ରହିଥିବା ଅଂଚଳର ଚାଷୀମାନେ ଅନୁଭବ କଲେଣି । ତେବେ ଅସମ୍ପୂର୍ଣ୍ଣ କାମ କେବେ ସରିବ ତାହା ଅନିଶ୍ଚିତତାଘେରକୁ ଚାଲି ଯାଇଛି । ସେତୁ ସମ୍ପୂର୍ଣ୍ଣ ସହ ନାଳରେ ଭର୍ତି ହୋଇଥିବା ନାଗ ଦଳ ସଫା କରିବା ଏବେ ଜରୁରୀ ହୋଇପଡିଛି ।

ସେତୁ କାମ ସମ୍ପୂର୍ଣ୍ଣ ସରିଛି । ପ୍ରଥମ ଟେଣ୍ଡରରେ ଦଳ ସଫା କରିବାର ବ୍ୟବସ୍ଥା ନ ଥିବା ତଥାପି ଚାଷୀ ଓ ସ୍ଥାନୀୟ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି କିଛି ମାତ୍ରାରେ ନାଗ ଦଳ ସଫା କରାଯାଇଥିଲା । ପୁନଃର୍ବାର ଅକ୍ଟୋବର ମାସ ବେଳକୁ ଆଉ ଗୋଟେ ଟେଣ୍ଡର କରାଯାଇ ଏହି ଆଖୁଆ ନାଳରୁ ସମ୍ପୂର୍ଣ୍ଣ ଭାବେ ଦଳ ସଫା କରାଯିବ ବୋଲି ଡ୍ରେନେଜ୍ ବିଭାଗର ଉପଖଣ୍ଡ ଅଧିକାରୀ ଶମ୍ଭୁ ପ୍ରକାଶ ମଲ୍ଲିକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ତେବେ ଏହି ଅସମ୍ପୂର୍ଣ୍ଣ କାମକୁ ତୁରନ୍ତ ଶେଷ କରିବାକୁ ଅଂଚଳବାସୀ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ

You Might Also Like

ଲୋକସଭା ଏବଂ ବିଧାନସଭା ସଂଯୋଜକଙ୍କ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ ପରିଚାଳନା ପାଇଁ କମିଟି ଗଠନ
ନବରାତ୍ରୀର ପଞ୍ଚମ ଦିବସରେ ସ୍କନ୍ଦମାତାଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ କାମନା କଲେ ଧର୍ମେନ୍ଦ୍ର ପ୍ରଧାନ
ଢେଙ୍କିକୋଟରେ ମୋଦି ଗ୍ୟାରେଣ୍ଟି ସମାବେଶ, ଲୋକଙ୍କ ନ୍ୟାୟ ପାଇଁ ସଂଗ୍ରାମ ଜାରି ରହିବ – ଯଜ୍ଞ ପ୍ରସାଦ
ଆସନ୍ତା ୧୭ ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ, ଚାଲିଛି ଅଙ୍କୁରାପୂଜନ ନୀତି
ରାଉରକେଲା, କୋରାପୁଟ, ଫୁଲବାଣୀରେ ଘନ କୁହୁଡ଼ି ଦୃଶ୍ୟମାନ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ରଣନୀତିକ ଭାଗୀଦାରିକୁ ଆହୁରି ମଜବୁତ୍ କରିବା ପାଇଁ ପ୍ରତିବଦ୍ଧତାକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ୟୁଏଇ ରାଷ୍ଟ୍ରପତି ମହାମହିମ ମହମ୍ମଦ ବିନ୍ ଜାଏଦ
Next Article କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟରେ 33.50 ଟଙ୍କା ହ୍ରାସ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?