ଭୁବନେଶ୍ୱର, 19 ଡିସେମ୍ବର (ହି.ସ.) ଯାଜପୁର ବିଂଝାରପୁର ଥାନା ଅନ୍ତର୍ଗତ ରଘୁନାଥପୁରରେ ସାପ କାମୁଡାରେ ଜଣେ ମହିଳାଙ୍କ ମୃତ ହୋଇଛି । ମୃତ ମହିଳା ହେଲେ ନରେନ୍ଦ୍ର ମଲିକଙ୍କ ପତ୍ନୀ ଲତା ମଲିକ । ବିଲରେ ଧାନ କାଟୁଥିବା ସମୟରେ ସାପ କାମୁଡିବାରୁ ତାଙ୍କ ମୃତ ହୋଇଥିବା ସୂଚନା ମିଳିଛି।
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
