• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଓ ନିର୍ଧାରଣକୁ ସ୍ଵାଗତ କଲା ଓଡ଼ିଶା ଅମଲା ସଂଘ
Regional

ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଓ ନିର୍ଧାରଣକୁ ସ୍ଵାଗତ କଲା ଓଡ଼ିଶା ଅମଲା ସଂଘ

CliQ INDIA
Last updated: January 6, 2026 8:26 am
CliQ INDIA
Share
3 Min Read
SHARE

ଜୟପୁର, ୫ ଜାନୁଆରୀ (ହି.ସ.)- ଜିଲ୍ଲା ସ୍ତରିୟ ଅମଲା ମାନଙ୍କ ଏକମାତ୍ର ନ୍ୟାର୍ଯ୍ୟ ଦାବି ଯଥା କନିଷ୍ଠ ସହାୟକ ମାନଙ୍କର ପ୍ରବେଶିକା ଦରମା ହାର ୪୨୦୦/- ଗ୍ରେଡ ପେ ପୁରଣ ନିମନ୍ତେ ଓଡ଼ିଶା ଅମଲା ସଂଘ ଦୀର୍ଘ ୮ ବର୍ଷ ଧରି ଦାବି କରି ଆସୁଥିଲା l ଗତ ସରକାର ସମୟରେ ବାରମ୍ବାର ଏନେଇ ରାଜ୍ୟ ସଂଘ ରାଜ୍ୟ ସରକାରଙ୍କୁ ସ୍ମାରକ ପତ୍ର ପ୍ରଦାନ କରିବା ସହିତ ଜିଲ୍ଲା ନେତୃବୃନ୍ଦ ମଧ୍ୟ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ଜରିଆରେ ସେହି ସମୟର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ l ସମସ୍ତ ସଂଗଠନ ମିଶି ପୁଣିଥରେ ୨୦୨୩ ମସିହାରେ ମିଳିତ ଅମଲା ମଞ୍ଚ ଗଠନ କରି ସେହି ସମୟର ସରକାରଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ l ସରକାର ଏଥିପ୍ରତି କର୍ଣ୍ଣପାତ କରୁନଥିବା ଯୋଗୁଁ ରାଜ୍ୟ ସଂଘ ସରକାରଙ୍କୁ ଚରମପତ୍ର ପ୍ରଦାନ କରିଥିଲେ l ତଥାପି ସରକାରଙ୍କ ତରଫରୁ କିଛି ସୁଫଳ ନପାଇ ସମସ୍ତ ଜିଲ୍ଲାର ଜିଲ୍ଲା ସ୍ତରୀୟ ଅମଲା ୨୨.୦୫.୨୦୨୩ ଠାରୁ ୩୧.୦୫.୨୦୨୩ ରିଖ ପର୍ଯ୍ୟନ୍ତ କଳାବ୍ୟାଚ ପରିଧାନ କରିଥିଲେ ତଥାପି ସରକାରଙ୍କ ପକ୍ଷରୁ କିଛି ସୂଚନା ନ ପାଇବା ଯୋଗୁଁ ସମସ୍ତ ଜିଲ୍ଲାର ଜିଲ୍ଲା ସ୍ତରୀୟ ଅମଲା ଆନ୍ଦୋଳନକୁ ଓହ୍ଲାଇଥିଲେ ଓ ୦୧.୦୬.୨୦୨୩ ଠାରୁ ୧୭.୦୬.୨୦୨୩ ପର୍ଯ୍ୟନ୍ତ ସମୁହ ଛୁଟିରେ ରହିବା ସହିତ ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ l ତା ୧୭.୦୬.୨୦୨୫ ରିଖ ଦିନ ରାଜ୍ୟ ସରକାରଙ୍କ ଠାରୁ ନିର୍ଭର ପ୍ରତିଶ୍ରୁତି ପାଇବା ପରେ ସଂଘ ଆନ୍ଦଳନକୁ ସ୍ଥଗିତ ରଖିଥିଲା, ପରବର୍ତ୍ତୀ ସମୟରେ ପୂର୍ବତନ ସରକାର ତା ୬.୧.୨୦୨୪ ରିଖ ଦିନ ଗୋଟିଏ ନିର୍ଧାରଣ ବାହାର କରି ରାଜସ୍ବ ଅମଲା ମାନଙ୍କୁ ଗୋଟିଏ ଭିନ୍ନ କ୍ୟାଡ଼ର କରିଦେଇଥିଲେ l ଏଥିରେ ଅନ୍ୟ ସମସ୍ତ ଜିଲ୍ଲା ସ୍ତରୀୟ ଅମଲାଙ୍କ ନିମନ୍ତେ କିଛି ଉଦ୍ଦିଷ୍ଟ ନଥିଲା, ପୁଣିଥରେ ଯେତେବେଳେ ଓଡ଼ିଶା ଅମଲା ସଂଘ ପୁନର୍ବାର ଆନ୍ଦୋଳନ ନିମନ୍ତେ ଧମକ ଦେଇଥିଲେ l

ସେହି ସମୟର ସରକାର ବାକି ରହିଥିବା ଅନ୍ୟ ସମସ୍ତ ବିଭାଗର ସମସ୍ତ ଅମଲା ମାନଙ୍କର ନିମନ୍ତେ ନିର୍ବାଚନ ଆଚରଣବିଧି ଲାଗୁ ହେବାର କିଛି ମୁହୁର୍ତ୍ତ ପୂର୍ବରୁ ଅର୍ଥାତ୍ ତା ୧୫.୦୩.୨୦୨୪ ରିଖ ସନ୍ଧ୍ୟାରେ ଏକ ବିଭ୍ରାନ୍ତିକର ନିର୍ଧାରଣ ବାହାର କରିଥିଲେ l ଯଦ୍ବାରାକି କ୍ୟାଡ଼ର ପୁନର୍ଗଠନ ହୋଇପାରିଲା ନା ପଦୋନ୍ନତି ହୋଇପାରିଲା, ଜିଲ୍ଲା ସ୍ତରୀୟ ଅମଲା ମାନେ ପଦୋନ୍ନତି ପାଇବାରୁ ମଧ୍ୟ ବଞ୍ଚିତ ହୋଇଥିଲେ l କିଛି ଅବସର ଗ୍ରହଣ ମଧ୍ୟ କରିଗଲେ। ଏନେଇ ଓଡ଼ିଶା ଅମଲା ସଂଘ ନୂତନ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା, ସରକାର ଓଡ଼ିଶା ଅମଲା ସଂଘର ଦାବିକୁ ଗୁରୁତର ସହିତ ନେବା ସହ ଗୋଟିଏ ନିର୍ଧାରଣ ବାହାର କରିଛନ୍ତି l ସେ ସମସ୍ତ ବିଭାଗର ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି ଯେ, ୨ ମାସ ଭିତରେ କ୍ୟାଡ଼ର ପୁନର୍ଗଠନ କରନ୍ତୁ ଯଦି କୌଣସି କାରଣବଶତଃ ପୁନର୍ଗଠନରେ ବିଳମ୍ବ ହୁଏ ତାହେଲେ ପୁରୁଣା ନିୟମ ଅନୁସାରେ ସମସ୍ତ ଯୋଗ୍ୟ ପ୍ରାର୍ଥୀଙ୍କୁ ପଦୋନ୍ନତି ଦିଅନ୍ତୁ l

ସରକାରଙ୍କ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଓ ନିର୍ଧାରଣକୁ ଓଡ଼ିଶା ଅମଲା ସଂଘ ରାଜ୍ୟ ଅତିରିକ୍ତ ସାଧାରଣ ସମ୍ପାଦକ ଶଶୀ ଭୂଷଣ ଦାସ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତିି। ତତ୍ ସହିତ ଓଡ଼ିଶା ଅମଲା ସଂଘ ରାଜ୍ୟ ନେତୃବୃନ୍ଦ ମୁଖ୍ୟତଃ ହୃଦୟ ବିହାରୀ ମହାପାତ୍ର, ଅଧ୍ୟକ୍ଷ, ନାରାୟଣ ଦାଶ୍, ମୁଖ୍ୟ ଉପଦେଷ୍ଟା, ଚିତ୍ତରଞ୍ଜନ ତରାସିଆ, ସାଧାରଣ ସମ୍ପାଦକ, ବିରଞ୍ଚିନାରାୟଣ ବରାଳ ଉପ ସଭାପତିଙ୍କ ସମେତ ସମସ୍ତ ନେତୃବୃନ୍ଦ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରିବା ସହିତ କୃତଜ୍ଞତା ଜ୍ଞାପନ କରିଥିବା ଶ୍ରୀ ଦାଶ୍ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି

You Might Also Like

ବିଧାୟକ ଗୌତମ ବୁଦ୍ଧ ଦାସଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ | BulletsIn
କାଲିଠୁ ଭିତରକନିକା ବନ୍ଦ – Hindusthan Samachar Odia
କେନ୍ଦୁଝର ଓ କଳାହାଣ୍ଡିରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ
ବନ୍ଦ ହେଲା ୪ ସ୍ଲୁଇସ୍ ଗେଟ୍ : ହୀରାକୁଦ ଜଳଭଣ୍ଡାରରୁ ୪ ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି
ଆଜି ଇରିଗେସନ ଛକରେ ଚାଏ ପେ ଚର୍ଚ୍ଚାରେ ଲୋକଙ୍କ ସହ କଥା ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ଆଗାମୀ ୫ ଦିନ ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା : ଆଗାମୀ ୨୪ ଘଂଟା ମଧ୍ୟରେ ୨୦ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେଇପାରେ
Next Article ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଅନଗ୍ରସର ସଂଖ୍ୟାଲଘୁ ସଂପ୍ରଦାୟମାନଙ୍କ ଉତଥାନ ପାଇଁ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?