ପୁରୀ, ୨୮ ନଭେମ୍ବର (ହି.ସ.)- ଆଜି ଠାରୁ ଆରମ୍ଭ ହୋଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର୍ ସ୍କାନିଂ । ଭାରତୀୟ ପ୍ରତ୍ନତତ୍ଵ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ସୁପରିଟେଣ୍ଡେଂଟ ଏନେଇ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ବିଭିନ୍ନ ଦିଗରୁ ରତ୍ନଭଣ୍ଡାର ବାହାର ପାର୍ଶ୍ବ କାନ୍ଥର ଲେଜର୍ ସ୍କାନିଂ କରାଯାଉଛି । ସ୍ଥିତିକୁ ଦେଖି ପରବର୍ତି ନିଷ୍ପତି ନିଆଯିବ ।
ହିନ୍ଦୁସ୍ଥାନ ସମାଚାର/ବିଜୟ/ପ୍ରଦୀପ୍ତ/ସମନ୍ୱୟ
