
ଭୁବନେଶ୍ୱର, 2 ନଭେମ୍ବର (ହି.ସ.) ମହେଶ୍ୱର ମହାନ୍ତି ଗୁରୁତର ଅସୁସ୍ଥ । ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ଅସୁସ୍ଥ ହୋଇପଡିଛନ୍ତି। ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ମହେଶ୍ୱର ମହାନ୍ତିଙ୍କର ଚିକିତ୍ସା ଚାଲିଛି । ମହେଶ୍ୱର ମହାନ୍ତି ଭେଣ୍ଟିଲେଟରରେ ଥିବା ସୂଚନା ମିଳିଛି । ଗତକାଲି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ ମହେଶ୍ୱର ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
