ଭୁବନେଶ୍ୱର, 28 ନଭେମ୍ବର (ହି.ସ.) ଆଜି ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିବସରେ ଅର୍ଥାତ ୨୦୨୫-୨୬
ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ ହେବ। ବଜେଟ ଖର୍ଚ୍ଚ ଦାବି ଉପରେ ଆଲୋଚନା
ହୋଇ ୮ ତାରିଖରେ ବ୍ୟୟମଞ୍ଜୁରି ବିଲ୍ ପାରିତ ହେବ। ଚଳିତ ଶୀତ ଅଧିବେଶନରେ ୨୯ ଦିନର କାର୍ଯ୍ୟ
ଦିବସ ରହିଛି ।
—————
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ
