ଭୁବନେଶ୍ୱର, 4 ନଭେମ୍ବର (ହି.ସ.)- ପବିତ୍ର ବଡ ଓଷାର ଶୁଭେଚ୍ଛା ଜଣାଇଛନ୍ତି
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ
କହିଛନ୍ତି ଯେ, ପବିତ୍ର ଆଦ୍ୟ ଶିବ ଉତ୍ଥାପନ ଚତୁର୍ଦ୍ଦଶୀ (ବଡ଼ଓଷା) ଉପଲକ୍ଷେ ହାର୍ଦ୍ଦିକ
ଅଭିନନ୍ଦନ ଓ ଶୁଭେଚ୍ଛା। ମହାଦେବଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ କାମନା କରୁଛି।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
