ଭୁବନେଶ୍ୱର, 01 ଜାନୁଆରି (ହି.ସ.)- ନୂଆବର୍ଷ 2026ର ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆପଣ ସମସ୍ତଙ୍କୁ
ନୂଆବର୍ଷ 2026ର ହାର୍ଦ୍ଦିକ ଶୁଭକାମନା । ଏହି ନବବର୍ଷ ଆପଣଙ୍କ ଜୀବନରେ ନୂଆ ଆଶା
ସୃଷ୍ଟି କରୁ, ସକରାତ୍ମକ ଉର୍ଜାର ବିସ୍ତାର କରୁ ଏବଂ ସବୁ ପ୍ରୟାସକୁ ସଫଳତା ଦେଉ ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
