• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ନଗର କଂଗ୍ରେସର ନୂଆଁଖାଇ ଭେଟଘାଟ ଯୋଗ ଦେଲେ ସମରେନ୍ଦ୍ର ଏକତା ଓ ଭାଇଚାରର ସନ୍ଦେଶ ଦେଉଛି ନୂଆଁଖାଇ – ସମରେନ୍ଦ୍ର
Regional

ନଗର କଂଗ୍ରେସର ନୂଆଁଖାଇ ଭେଟଘାଟ ଯୋଗ ଦେଲେ ସମରେନ୍ଦ୍ର ଏକତା ଓ ଭାଇଚାରର ସନ୍ଦେଶ ଦେଉଛି ନୂଆଁଖାଇ – ସମରେନ୍ଦ୍ର

CliQ INDIA
Last updated: September 2, 2025 10:17 am
CliQ INDIA
Share
2 Min Read
SHARE
ନଗର କଂଗ୍ରେସ ର ନୂଆଁଖାଇ ଭେଟଘାଟ ଯୋଗ ଦେଲେ ସମରେନ୍ଦ୍ର ଏକତା ଓ ଭାଇଚାର ର ସନ୍ଦେଶ ଦେଉଛି ନୂଆଁଖାଇ - ସମରେନ୍ଦ୍ର ବଲାଙ୍ଗିର-୦୧/୦୯- ଆମ ଅଂଚଳର ଐତିହ୍ୟ, ପରଂପରା, ଏକତା ଓ ଭାଇଚାରାର ପର୍ବ ନୂଆଁଖାଇ ଉପଲକ୍ଷେ ସମସ୍ତଙ୍କୁ ନୂଆଁଖାଇ ଜୁହାର । ଏହି ପର୍ବ ଆମକୁ ଏକତା ସୁତ୍ରରେ ବାନ୍ଧିିଥାଏ । ଯେ ଯେଉଁଠି ଥିଲେ ଆମେ ଆମର ମାଁ ମାଟିକୁ ଫେରିଆସୁ ଏହି ପର୍ବ ପାଳନ କରିବା ପାଇଁ । ଏହି ଉପଲକ୍ଷେ ଆମେ ନିଷ୍ପତ୍ତି ନେବା ଦରକାର ଯେ ଦଳ ମତ ଜାତି, ବର୍ଣ୍ଣ ଏ ସବୁରୁ ଉର୍ଦ୍ଧ୍ୱରେ ରହି ଆମେ ଯେଉଁ ପରିସ୍ଥିତିରେ ଥିଲେ ବି ସମସ୍ତେ ସମସ୍ତଙ୍କ କାମରେ ଆସିବା ଦରକାର । ସମାଜର ପ୍ରତ୍ୟେକ ବର୍ଗ ଲୋକଙ୍କ ପାଇଁ ଆମେ ଉପଲବ୍ଧ ହେବା ଦରକାର । କେହି ବି ସୁଖରେ ଥାଉ କି ଦୁଃଖରେ ଥାଉ ତାର ସହ ତା ପାଖକୁ ପହଂଚି ତାର ସୁଖ ଦୁଃଖରେ ଭାଗି ହୋଇପାରିଲେ ହିଁ ଆମର ଏହି ଭେଟଘାଟ କାର୍ଯ୍ୟକ୍ରମ ସଫଳ ହେବ ଓ ଏହା ଦ୍ୱାରା ଏକତା ଓ ଭାଇଚାରାର ସନ୍ଦେଶ ସମାଜର ସବୁ ସ୍ତରକୁ ପହଂଚିବ ବୋଲି ସ୍ଥାନୀୟ ଏକ ହୋଟେଲ ରେ ନଗର କଂଗ୍ରେସ ତରଫରୁ ଆୟୋଜିତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଯୋଗ ଦେଇ ସମରେନ୍ଦ୍ର ମିଶ୍ର କଂଗ୍ରେସ କର୍ମକର୍ତ୍ତା, ଶୁଭେଚ୍ଛୁ ଓ ସାଧାରଣ ଲୋକଙ୍କୁ ବାର୍ତ୍ତା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ରାଜନୈତିକ ସମାବେଶ ନୁହେଁ । ଆମେ ଏକାଠି ହୋଇଛୁଁ ଆମ ଭିତରେ ଥିବା ଏକତା ଭାଇଚାରା କୁ ଆହୁରି ବ୍ୟାପକ କରିବା ପାଇଁ । ଆମର ବ୍ୟକ୍ତିଗତ ହେଉ କି ସାମୁହିକ ଉଦ୍ୟମ ଯୋଗୁଁ ଯଦି ଅଂଚଳର ଲୋକଙ୍କ କିଛି ଅସୁବିଧା ଦୂର ହୋଇ ପାରିଲା ଲୋକେ ଆମର କାର୍ଯ୍ୟକଳାପ ଦ୍ୱାରା କୌଣସି ପ୍ରକାରେ ଉପକୃତ ହୋଇପାରିଲେ ତେବେ ହିଁ ଆଜିର ନୂଆଁଖାଇ ଭେଟଘାଟ ସଫଳ ହେବ ବୋଲି ମୁଁ ଭାବିବି ।  	ନଗର କଂଗ୍ରେସ ସଭାପତି ବୁଲୁ ଦାନୀ ଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବରିଷ୍ଠ କଂଗ୍ରେସ ନେତୃବର୍ଗ ଯଥା ଅଶୋକ ନନ୍ଦ, ଓମ୍ ପ୍ରକାଶ କୁମ୍ଭାର, ମନୀଷ ମିଶ୍ର, ସନ୍ତକ ବହିଦାର, ଉମା ଶଙ୍କର ପଣ୍ଡା, ଅରବିନ୍ଦ ପରୁଆ, ବଜରଂଗ ବନଛୋର, ରାଜେନ୍ଦ୍ର ପାଣି, ଅସୀତ ମିଶ୍ର, ଜୁଲୁ ପଟ୍ଟନାୟକ,ଆରତିପ୍ରୀତି ନାଗ, ଉପେନ ଦୀପ, ଜ୍ୟୋତି ନାଗ, ବ୍ରଜ ସେଠି, ମିରା ମଣ୍ଡଲ, ସବିତା ଶତପଥି, ସାଇନା ବେଗମ, କଳ୍ପନା ସାହୁ, ବବିତା ସାହୁ, ସୁଧା ସିଂଦେଓ, ଅନ୍ନପୁର୍ଣ୍ଣା ସେଠ ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ନୂଆଁଖାଇ ର ଶୁଭେଚ୍ଛାବାର୍ତ୍ତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଫଳ କରିବା ପାଇଁ ଅଙ୍କିତ ସାହୁ, ନାସିର ଖାନ, ହିମାଂଶୁ ସାହୁ, ସଂଜୟ ମିଶ୍ର, ଆକବର ଖାନ, ବିକି ପଣ୍ଡା, ଲୋପନ ମିଶ୍ର, ଚିନ୍ମୟ ବେହେରା, କିରନ ସେଠ, ଗୁଣ୍ଡୁ ଦାଶ, କେଲାସ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।

ବଲାଙ୍ଗିର, ୧ ସେପ୍ଟେମ୍ବର (ହି.ସ.)- ଆମ ଅଂଚଳର ଐତିହ୍ୟ, ପରଂପରା, ଏକତା ଓ ଭାଇଚାରାର ପର୍ବ ନୂଆଁଖାଇ ଉପଲକ୍ଷେ ସମସ୍ତଙ୍କୁ ନୂଆଁଖାଇ ଜୁହାର । ଏହି ପର୍ବ ଆମକୁ ଏକତା ସୁତ୍ରରେ ବାନ୍ଧିିଥାଏ । ଯେ ଯେଉଁଠି ଥିଲେ ଆମେ ଆମର ମାଁ ମାଟିକୁ ଫେରିଆସୁ ଏହି ପର୍ବ ପାଳନ କରିବା ପାଇଁ । ଏହି ଉପଲକ୍ଷେ ଆମେ ନିଷ୍ପତ୍ତି ନେବା ଦରକାର ଯେ, ଦଳ ମତ ଜାତି, ବର୍ଣ୍ଣ ଏ ସବୁରୁ ଉର୍ଦ୍ଧ୍ୱରେ ରହି ଆମେ ଯେଉଁ ପରିସ୍ଥିତିରେ ଥିଲେ ବି ସମସ୍ତେ ସମସ୍ତଙ୍କ କାମରେ ଆସିବା ଦରକାର । ସମାଜର ପ୍ରତ୍ୟେକ ବର୍ଗ ଲୋକଙ୍କ ପାଇଁ ଆମେ ଉପଲବ୍ଧ ହେବା ଦରକାର । କେହି ବି ସୁଖରେ ଥାଉ କି ଦୁଃଖରେ ଥାଉ ତାର ସହ ତା ପାଖକୁ ପହଂଚି ତା’ର ସୁଖ ଦୁଃଖରେ ଭାଗି ହୋଇପାରିଲେ ହିଁ ଆମର ଏହି ଭେଟଘାଟ କାର୍ଯ୍ୟକ୍ରମ ସଫଳ ହେବ ଓ ଏହାଦ୍ୱାରା ଏକତା ଓ ଭାଇଚାରାର ସନ୍ଦେଶ ସମାଜର ସବୁ ସ୍ତରକୁ ପହଂଚିବ ବୋଲି ସ୍ଥାନୀୟ ଏକ ହୋଟେଲ ରେ ନଗର କଂଗ୍ରେସ ତରଫରୁ ଆୟୋଜିତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଯୋଗଦେଇ ସମରେନ୍ଦ୍ର ମିଶ୍ର କଂଗ୍ରେସ କର୍ମକର୍ତ୍ତା, ଶୁଭେଚ୍ଛୁ ଓ ସାଧାରଣ ଲୋକଙ୍କୁ ବାର୍ତ୍ତା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ରାଜନୈତିକ ସମାବେଶ ନୁହେଁ । ଆମେ ଏକାଠି ହୋଇଛୁଁ ଆମ ଭିତରେ ଥିବା ଏକତା ଭାଇଚାରାକୁ ଆହୁରି ବ୍ୟାପକ କରିବା ପାଇଁ । ଆମର ବ୍ୟକ୍ତିଗତ ହେଉ କି ସାମୁହିକ ଉଦ୍ୟମ ଯୋଗୁଁ ଯଦି ଅଂଚଳର ଲୋକଙ୍କ କିଛି ଅସୁବିଧା ଦୂର ହୋଇପାରିଲା ଲୋକେ ଆମର କାର୍ଯ୍ୟକଳାପ ଦ୍ୱାରା କୌଣସି ପ୍ରକାରେ ଉପକୃତ ହୋଇପାରିଲେ ତେବେ ହିଁ ଆଜିର ନୂଆଁଖାଇ ଭେଟଘାଟ ସଫଳ ହେବ ବୋଲି ମୁଁ ଭାବିବି ।

ନଗର କଂଗ୍ରେସ ସଭାପତି ବୁଲୁ ଦାନୀ ଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବରିଷ୍ଠ କଂଗ୍ରେସ ନେତୃବର୍ଗ ଯଥା ଅଶୋକ ନନ୍ଦ, ଓମ୍ ପ୍ରକାଶ କୁମ୍ଭାର, ମନୀଷ ମିଶ୍ର, ସନ୍ତକ ବହିଦାର, ଉମା ଶଙ୍କର ପଣ୍ଡା, ଅରବିନ୍ଦ ପରୁଆ, ବଜରଂଗ ବନଛୋର, ରାଜେନ୍ଦ୍ର ପାଣି, ଅସୀତ ମିଶ୍ର, ଜୁଲୁ ପଟ୍ଟନାୟକ, ଆରତିପ୍ରୀତି ନାଗ, ଉପେନ ଦୀପ, ଜ୍ୟୋତି ନାଗ, ବ୍ରଜ ସେଠି, ମିରା ମଣ୍ଡଲ, ସବିତା ଶତପଥି, ସାଇନା ବେଗମ, କଳ୍ପନା ସାହୁ, ବବିତା ସାହୁ, ସୁଧା ସିଂଦେଓ, ଅନ୍ନପୁର୍ଣ୍ଣା ସେଠ ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ନୂଆଁଖାଇ ର ଶୁଭେଚ୍ଛାବାର୍ତ୍ତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଫଳ କରିବା ପାଇଁ ଅଙ୍କିତ ସାହୁ, ନାସିର ଖାନ, ହିମାଂଶୁ ସାହୁ, ସଂଜୟ ମିଶ୍ର, ଆକବର ଖାନ, ବିକି ପଣ୍ଡା, ଲୋପନ ମିଶ୍ର, ଚିନ୍ମୟ ବେହେରା, କିରନ ସେଠ, ଗୁଣ୍ଡୁ ଦାଶ, କେଲାସ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

You Might Also Like

ଭୁବନେଶ୍ୱର ସିଏସଆଇଆର-ଆଇଏମଏମଟିରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପାଇଲଟ୍‌ ପ୍ରକଳ୍ପର ଉଦଘାଟନ କଲେ ଡକ୍ଟର ଜିତେନ୍ଦ୍ର ସିଂହ
ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ପରଲୋକ
ପାଟଣା ରେ କାଠ ଡିପୋ ପାଇଁ ଦାବି
ଶାସକ ଦଳ ପାଇଁ ପୋଲିସ କର୍ମଚାରୀମାନେ କାମ କରିବା ଗଣତନ୍ତ୍ର ପ୍ରତି ବିପଦ: ବିଜେପି
ସ୍ୱାଧୀନତା ସଂଗ୍ରାମୀ ସାରଙ୍ଗଧର ଦାସଙ୍କ ସ୍ମରଣ କଲେ ମୁଖ୍ୟମନ୍ତ୍ରୀ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ଏନସିଇଆରଟି ଭାରତର ଶିକ୍ଷା କ୍ଷେତ୍ରର ମଜଭୂତ୍ ସ୍ତମ୍ଭ – ଧର୍ମେନ୍ଦ୍ର ପ୍ରଧାନ
Next Article ପ୍ରଧାନମନ୍ତ୍ରୀ ଯଶୋଭୂମିରେ ଆଜି କରିବେ ସେମିକନ୍ ଇଣ୍ଡିଆ-୨୦୨୫ର ଉଦ୍‌ଘାଟନ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?