• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ଟେଲି କମ୍ପାନୀ ଗ୍ରାହକଙ୍କୁ ସଠିକ ସେବା ଯୋଗାଇବା ଆବଶ୍ୟକ -ଟ୍ରାଇ
Regional

ଟେଲି କମ୍ପାନୀ ଗ୍ରାହକଙ୍କୁ ସଠିକ ସେବା ଯୋଗାଇବା ଆବଶ୍ୟକ -ଟ୍ରାଇ

CliQ INDIA
Last updated: December 28, 2025 3:10 pm
CliQ INDIA
Share
3 Min Read
SHARE

ରାଉରକେଲା: ଭାରତ ସରକାରଙ୍କ ଟ୍ରାଇ ସହଯୋଗରେ ଉପଭୋକ୍ତା ଓକିଲାତି ସଂଘ ବାର୍ଡ ତରଫରୁ ରାଉରକେଲା ସ୍ଥିତ ସମନ୍ନିତ ଆଦିବାସୀ ବିକାଶ ଅନୁଷ୍ଠାନର ସଭା ଗୃହ ଠାରେ ଟେଲିକମ ଗ୍ରାହକ ସମାଧାନ ରୂପରେଖା ସ୍ଵଛ ଓ ସୂଗମ ପ୍ରତିକାର ବ୍ୟବସ୍ଥା ମାଧ୍ୟମରେ ଗ୍ରIହକଙ୍କୁ ସଶକ୍ତ କରିବା ନେଇ ଏକ ସଚେତନତା କର୍ମଶଳIକୁ ଚକରା ବିଶୋଈ ମୁକ୍ତି ସେନା ପ୍ରମୁଖ ପ୍ରକାଶ ଚନ୍ଦ୍ର ପତି ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦ୍ଘାଘାଟନ କରିଥିଲେ , ସମାଜସେବୀ ଶ୍ରଦ୍ଧା ଷଢଙ୍ଗୀ ସଭାପତିତ୍ଵ କରିଥିଲେ I ସରକାର ଯୋଜନାରେ ଡିଜିଟାଲ ସାକ୍ଷରତା ଓ ଇ ସେବା ସମସ୍ତ ଇନ୍ଟାରନେଟ ସେବା ଉପରେ ଆମେ ନିର୍ଭର କରୁ ବୋଲି ସେ ମତ ରଖିଥିଲେ I ଆଜିକାଲି ସମସ୍ତ ବର୍ଗର ଲୋକେ ମୋବାଇଲ ଓ ଇନ୍ଟରନେଟ ବ୍ୟବହାରକାରୀ ଯାହା ଜୀବନର ଅପରିହାର୍ଜ୍ୟ ହେବାକୁ ଲାଗିଲାଣି I ପ୍ରତି ମିନିଟରେ ଗ୍ରାହକ ସାଇବାର ଫ୍ରଡ଼ ଶୀକାର ହଉଅଛି ଯାହା ମାନବ ସମାଜ ପାଇଁ ବୈଷୟିକ ଜ୍ଞାନ ଆର୍ଶୀବାଦ ଥିଲା ବର୍ତମାନ ତାହା ଆମ ପାଇଁ ଅଭିଶାପ ହେଲାଣି I ଅଚିହ୍ନା ଲିଙ୍କ,ଅଜଣା ଆପ୍ପ,ଅଜଣା ମେସେଜ, ୱିଇଫାଇ ,ଇମେଲ, ଫେକ ଅଫସାଇଟ ,ଫେସବୂକ,ଇନଷ୍ଟାଗ୍ରାମ ୱ୍ହାତ୍ସ ଆପ୍ପ, ସାଇବର ଅପରାଧି ବ୍ୟବହାର ନକରିବା ପାଇଁ ଟ୍ରାଇ ସିଏଜି ସଭ୍ୟ ପ୍ରକାଶ ଚନ୍ଦ୍ର ସାହୁ ପିପିଟି ମାଧ୍ୟମରେ ପରାମର୍ଶ ଦେଇଅଛନ୍ତି I ଓଟିପି ଅଜଣାକୁ ଦେବା ନିଜେ ଅଜାଣ ହେବା I ଟ୍ରାଇ ପ୍ରଦତ ଆପ ଡ଼ିଏନଡ଼ି, ମାଇସ୍ପୀଡ ଆପ୍ପ, ମାଇ କଲ, ମାଇସ୍ପୀଡ,ଟ୍ରାଇ ଡ଼ିଏନଡ଼ି ଆପ ,ସ୍ଵଦେଶୀ ଆପ୍ପ ଓ ଟ୍ରାଇର ୱେବସାଇଟ ବ୍ୟବହାର କରିବା ପାଇଁ ଶିକ୍ଷାବିତ୍ତ ସୁଦାମ ଡାକୁଆ ସାଧନକର୍ମୀ ଭାବେ ଓ ସମ୍ମାନ ଅତିଥି ଭାବେ ସାଇବାର ସେଲ ଏସାଇ ତ୍ରିଲୋଚନ ସ୍ଵାଇଁ ସଂଚାର ସାଥି, ଚକ୍ଷୁ ଆପ୍ପ, ପ୍ରତିବିମ୍ବ, ହେଲ୍ପ ଲାଇନ ୧୯୩୦,ସାଇବାର କ୍ରାଇମ ଡଟ ଜିଓଭି ଡଟ ଇନ ତାଲିମ ପ୍ରଦାନ କରିଛନ୍ତି I ଇସ୍ପାତ ନଗରୀ ରାଊରକେଲା ଓ ସୁନ୍ଦରଗଡ ଜିଲ୍ଲାରେ ଅଧୂସିତ, ଦୁର୍ଗମ ଅଞ୍ଚଳର ଗ୍ରାମରେ ପ୍ରାୟ ଟେଲିକୋମ ସେବାର ବିପର୍ଜ୍ୟସ୍ତ ,ନେଟୱର୍କ ଆସୁନି ,ବହୁ ଧିମିରେ ଚାଲିବା ଓ ଟେଲିକମ୍ପାନୀ ମାନେ ଯାଣିଶୁଣି ଅଣଦେଖା କରୁଛନ୍ତି ବୋଲି ସଭାରେ ଅଭିବକ୍ତା ମାନେ ମତ ରଖିଥିଲେ I ଟ୍ରାଇ ନିୟମ କଡାକଡି ଥିଲେ ମଧ୍ୟ ଟେଲିକମ କମ୍ପାନୀ ଅଣଦେଖା କରୁଛନ୍ତି ,ରIତାରIତି କମ୍ପାନୀ ମାନେ ରିଚାର୍ଜ ପ୍ଳାନ ଭଡା ବଢେଇ ଦେଇଛନ୍ତି,କମ ପଇସା ପ୍ଳାନ ବାହାରନକରିବା, ୩୦ଦିନବଦଳରେ ୨୮ଦିନରେ ମାସ ଧାର୍ଯ୍ୟକରିବା କିନ୍ତୁ ତା ତୁଳନାରେ ସେବା ନଦେବା I ଅଭିଯୋଗ ପ୍ରଣାଳୀକୁ ସରଳ କରିବା , ଅଧିକ ଗ୍ରାହକ କେନ୍ଦ୍ର, ଟୋଲ ଫ୍ରୀ ନମ୍ବର ଓ ଓଡିଆ ଭାଷIରେ ସୁଗମ୍ୟ କରିବା, ଅଧିକରୁ ଅଧିକ ଗ୍ରାମଅଞ୍ଚଳରେ ଗ୍ରାହକ ସଚେତନତା କର୍ମଶଳI କମ୍ପାନୀଗୁଡିକ କରିବା ଉପରେ ସମସ୍ତେ ଦାବୀ କରିଥିଲେ I ଟ୍ରାଇ ନିୟମ ଓ ନିର୍ଦେଶIବଳୀ ଟେଲିକମ୍ପାନୀ ମାନେ ମାନନ୍ତୁ ଖିଲାପହେଲେ ଅର୍ଥ ଦଣ୍ଡ ସହ ସେବା ନିଷେIଦଶ ବଳବତ୍ତର ଅଛି ବୋଲି ଟ୍ରାଇ ସିଏଜି ସଭ୍ୟ ଶ୍ରୀ ସାହୁ କହିଥିଲେ I ବିଏସଏନଏଲ,ଏୟାରଟେଲ,ଜିଓ କ୍ଷେତ୍ର ଅଧିକାରୀ ଓ ଶତIଧିକରୁ ଅଧିକ ଅଙ୍ଗନବାଡି,ମହିଳାନେତ୍ରୀ ଓ ଗ୍ରାହକ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ I ବିଦ୍ଯାଧର ତ୍ରିପାଠୀ ଶେଷରେ ଧନ୍ୟବାଦ ଅର୍ପଣକରି ଥିଲେ I

—————

ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ

You Might Also Like

ବାଲାଜୀ ନର୍ସିଂ କଲେଜରେ ବନମହୋତ୍ସବ ପାଳିତ
ବୋଦୁଅ ପଂଚାୟତରେ ପ୍ରାଣୀ ଚିକିତ୍ସା ଶିବିର
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ମୁକେଶ ମହାଲିଙ୍ଗ
ନିଦାନ ଡାଇଗ୍ନୋଷ୍ଟିକ ସେଂଟରକୁ ନୋଟିସ୍ ଜାରୀ କଲା ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ
ରିଆସି ଅଂଚଳରେ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କଲେ ଅନନ୍ତ ନାୟକ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ବୁର୍ଲା, ଭିମସାରରେ ଅତ୍ୟାଧୁନିକ ସୁବିଧା ଗୁଡ଼ିକର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ
Next Article କୁଶାଭାଉ ଠାକରେଙ୍କ ପୁଣ୍ୟତିଥିରେ  ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?