
ଭୁବନେଶ୍ୱର, 29 ଡିସେମ୍ବର (ହି.ସ)- ଭଦ୍ରକ ପୌରପାଳିକା ଅଧିନସ୍ଥ 1 ନମ୍ବର ୱାର୍ଡ଼ରେ ଜମିବାଡ଼ିକୁ ନେଇ ଦଳେଇ ଓ ସେନାପତି ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି । ଗଣ୍ଡଗୋଳ ଯୋଗୁ ଉଭୟ ପରିବାରର 6 ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗାଁରେ ପୋଲିସ ମୁତୟନ କରାଯାଇଛି
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
