• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ଏସୟୁଜେ ପକ୍ଷରୁ ମୂଲ୍ୟବୋଧଭିତିକ ସାମ୍ବାଦିକତା ଏକ ଆହ୍ବାନ ଆଲୋଚନାଚକ୍ର, ଜୋନାଲ ସାମ୍ବାଦିକ ସମାବେଶ ଅନୁଷ୍ଠିତ
Regional

ଏସୟୁଜେ ପକ୍ଷରୁ ମୂଲ୍ୟବୋଧଭିତିକ ସାମ୍ବାଦିକତା ଏକ ଆହ୍ବାନ ଆଲୋଚନାଚକ୍ର, ଜୋନାଲ ସାମ୍ବାଦିକ ସମାବେଶ ଅନୁଷ୍ଠିତ

CliQ INDIA
Last updated: December 1, 2025 10:31 am
CliQ INDIA
Share
2 Min Read
SHARE
ଏସୟୁଜେ ପକ୍ଷରୁମୂଲ୍ୟବୋଧ ଭିତିକ ସାମ୍ବାଦିକତା ଏକ ଆହ୍ବାନ ଆଲୋଚନା ଚକ୍ର , ଜୋନାଲ ସାମ୍ବାଦିକ ସମାବେଶ ଅନୁଷ୍ଠିତ
ଏସୟୁଜେ ପକ୍ଷରୁମୂଲ୍ୟବୋଧ ଭିତିକ ସାମ୍ବାଦିକତା ଏକ ଆହ୍ବାନ ଆଲୋଚନା ଚକ୍ର , ଜୋନାଲ ସାମ୍ବାଦିକ ସମାବେଶ ଅନୁଷ୍ଠିତ
ଏସୟୁଜେ ପକ୍ଷରୁମୂଲ୍ୟବୋଧ ଭିତିକ ସାମ୍ବାଦିକତା ଏକ ଆହ୍ବାନ ଆଲୋଚନା ଚକ୍ର , ଜୋନାଲ ସାମ୍ବାଦିକ ସମାବେଶ ଅନୁଷ୍ଠିତ
ଏସୟୁଜେ ପକ୍ଷରୁମୂଲ୍ୟବୋଧ ଭିତିକ ସାମ୍ବାଦିକତା ଏକ ଆହ୍ବାନ ଆଲୋଚନା ଚକ୍ର , ଜୋନାଲ ସାମ୍ବାଦିକ ସମାବେଶ ଅନୁଷ୍ଠିତ

ବଲାଙ୍ଗିର, ୩୦ ନଭେମ୍ବର (ହି.ସ.)- ବଲାଙ୍ଗୀର ସ୍ଥିତ ଜିଲ୍ଲା ସାମ୍ବାଦିକ ଭବନ ଠାରେ ଷ୍ଟେଟ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟସ ସଂଘର ଆଞ୍ଚଳିକ ସମାବେଶ ଆଜି ଅନୁଷ୍ଠିତ ହୋଇଯାଇଛି। ଏସୟୁଜେ ର ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାବେଶରେ ଦକ୍ଷିଣ ଓ ପଶ୍ଚିମ ଅଂଚଳର ୧୩ଟି ଜିଲ୍ଲାର କର୍ମକର୍ତା ଯୋଗଦେଇଥିଲେ।

ଏସୟୁଜେ ସାମ୍ବାଦିକ ସଂଘ ଏକ ଶୃଙ୍ଖଳିତ ସଂଗଠନ ଭାବେ ପରିଚୟ ହାସଲ କରିଛି, ସଦସ୍ୟ ମାନଙ୍କ ମଧ୍ୟରେ ଆତ୍ମୀୟତା ଭାବ ଓ ସାମ୍ବାଦିକଙ୍କ ସମ୍ମାନ ଓ ସୁରକ୍ଷା ପାଇଁ ନିରବଛିନ୍ନ ଭାବେ ସଂଘ ସଂଗ୍ରାମ ଜାରି ରଖିଥିବାରୁ ଏଥିରେ ଅନୁପ୍ରାଣିତ ହୋଇ ବଲାଙ୍ଗୀର, ନୂଆପଡା, କଳାହାଣ୍ଡି ଜିଲ୍ଲାର ଅନେକ ପ୍ରତିଷ୍ଠିତ ସାମ୍ବାଦିକ ସଂଘରେ ସାମିଲ ହୋଇଥିଲେ।

ମୂଲ୍ୟବୋଧ ଭିତିକ ସାମ୍ବାଦିକତା ଏକ ଆହ୍ବାନ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ପୌରପାଳିକାର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗଦେଇ ସାମ୍ବାଦିକଙ୍କ ସମସ୍ୟା ଗୁଡିକର ସମାଧାନ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ମତ ଦେଇଥିଲେ।ବଲାଙ୍ଗୀର ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଅରବିନ୍ଦ ଓଝା ସମାଜ ଗଠନ ଓ ରାଷ୍ଟ୍ର ନିର୍ମାଣରେ ସାମ୍ବାଦିକଙ୍କ ପ୍ରମୁଖ ଭୂମିକା ରହିଥିବା କହିଥିଲେ। ରାଜ୍ୟ କାର୍ଯ୍ୟକାରୀ ସଭାପତି କୀର୍ତି ଚନ୍ଦ୍ର ସାହୁ, ଟ୍ରିବୁନାଲ ଅଧ୍ୟକ୍ଷ ସନ୍ତୋଷ କୁମାର ମିଶ୍ର, ରାଜ୍ୟ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପାଢି, ଏନୟୁ ଜେ ଆଇ ର ସଂଗଠନ ସମ୍ପାଦକ ଡଃ. ଚିନ୍ତାମଣି ପାଢି, ରାଜ୍ୟ ଯୋଗାଯୋଗ ପ୍ରମୁଖ ଶଶିଭୂଷଣ ଷଡ଼ଙ୍ଗୀ, ରାଜ୍ୟ ଉପସଭାପତି ମହେନ୍ଦ୍ର କୁମାର ଦର୍ଜି, ସମରେଶ ମିଶ୍ର, ରାଜ୍ୟ ଉପଦେଷ୍ଟା ଗୋପବନ୍ଧୁ ଶତପଥୀ ପ୍ରମୁଖ ଯୋଗଦେଇ ସାମ୍ବାଦିଜମାନେ ନିଜର ଦାୟିତ୍ୱ ପ୍ରତି ସଚେତନ ହୋଇ ସମାଜର ହିତକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବା ସହ ସଂଗଠନକୁ ସଶକ୍ତ କରିବା ପାଇଁ ଗୁରୁତ୍ୱ ଆରୋପ କରିଥିଲେ।

ବଲାଙ୍ଗୀର ଜିଲ୍ଲା ଶାଖା ସଭାପତି ଶରତ ଚନ୍ଦ୍ର ମହାକୁର ଜିଲ୍ଲାର ସାମ୍ବାଦିକ ମାନଙ୍କ ସମସ୍ୟା ଓ ସଂଗଠନର ଶକ୍ତି ବୃଦ୍ଧି ଘଟୁଥିବା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ବିବରଣୀ ପ୍ରଦାନ କରିଥିଲେ।

ସାମ୍ବାଦିକତା କ୍ଷେତ୍ରରେ ବଳରାମ ମିଶ୍ର, ଅଭିଳାଷ ହୋତା, ଚନ୍ଦ୍ରଭାନୁ ମୌଲାନା, ଚିତ୍ତରଞ୍ଜନ ମିଶ୍ର, ଖବରକାଗଜ ବିତରକ ଜୟପ୍ରକାଶ ମଟାରୀ, ପାଟଣାଗଡ଼ ସାମ୍ବାଦିକ ପ୍ରବୀଣ ପୁରୋହିତ ମହିଳା ଉଦ୍ୟୋଗୀ ମୀରାଦେବୀ କେଜରିୱାଲଙ୍କୁ ମାନପତ୍ର ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ସେହିପରି କଳା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀମତୀ ସୁଜାତା ଆଗ୍ରୱାଲ ଓ ମହିଳା ମହାବିଦ୍ୟାଳୟର ଗଣ ଯୋଗାଯୋଗ ବିଭାଗର ଛାତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଅନ୍ୟମାନଙ୍କ ମଧ୍ୟରେ ମହେନ୍ଦ୍ର ପଧାନ, ରାଜେଶ ପାଣିଗ୍ରାହୀ, ସତ୍ୟ ନାରାୟଣ(ବଣ୍ଟି) ମିଶ୍ର, ସନ୍ତୋଷ ଠାକୁର, ବିନୋଦ ଦୀପ, ମାନସୀ ମିଶ୍ର, ରାଧାକୃଷ୍ଣ ମିଶ୍ର ପ୍ରମୂଖ ସହଯୋଗ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

You Might Also Like

ବାଲାଗୋଡା ପଞ୍ଚାୟତରେ ରାଜନୈତିକ ଛକାପଞ୍ଜା : ବିଜେଡି ସମର୍ଥିତ ନାଏବ ସରପଞ୍ଚ ସମେତ ୱାର୍ଡ ସଭ୍ୟଙ୍କ ବିଜେପିରେ ଯୋଗଦାନ | BulletsIn
ରେଢାଖୋଲରେ କଲରାପତିରିଆ ବାଘ ଆତଙ୍କ – Hindusthan Samachar Odia
୬୩ ରାଷ୍ଟ୍ରୀୟ ରାଇଫଲ୍ସ ବାଟାଲିୟନର କମାଣ୍ଡିଂ ଅଫିସର କର୍ଣ୍ଣେଲ ସୋମନାଥ ମିଶ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
‘ଗଜପତି ଗୌରବ ଦିବସ’ର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଭାଷାବିତ୍ କେଦାରନାଥ ମହାପାତ୍ରଙ୍କ ସ୍ମରଣ କଲେ ମୁକେଶ ମହାଲିଙ୍ଗ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ସଂସଦର ଶୀତକାଳୀନ ଅଧିବେଶନ ଆଜି ଠାରୁ
Next Article ଗୀତା ଜୟନ୍ତୀର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?