• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > National > ୩୦ରେ ଅଯୋଧ୍ୟା ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
National

୩୦ରେ ଅଯୋଧ୍ୟା ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

CliQ INDIA
Last updated: December 29, 2023 5:11 am
CliQ INDIA
Share
4 Min Read
SHARE

୧୧,୧୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର ଭିତିପ୍ରସ୍ତର ସହିତ ଶୁଭ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

-ଅଯୋଧ୍ୟା ଧାମ ଜଙ୍କସନ ରେଳ ଷ୍ଟେସନର ଉଦଘାଟନ

– ଦୁଇଟି ଅମୃତ ଭାରତ ,ଛଅଟି ନୂତନ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିବେ

ଭୁବନେଶ୍ୱର, 28 ଡିସେମ୍ବର (ହି.ସ.) – ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୩୦ ତାରିଖରେ ଉତରରପ୍ରଦେଶର ଅଯୋଧ୍ୟା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ପୂର୍ବାହ୍ନ ପ୍ରାୟ ୧୧:୧୫ ସମୟରେ ପ୍ରଧାନମନ୍ତ୍ରୀ ଅଯୋଧ୍ୟା ରେଳ ଷ୍ଟେସନ ପୁନର୍ବିକାଶର ଉଦଘାଟନ କରିବେ ଏବଂ ନୂତନ ଅମୃତ ଭାରତ ଟ୍ରେନ୍ ଏବଂ ଛଅ ଟି ନୂତନ ବନ୍ଦେ ଭାରତ ଟ୍ରେନ୍ କୁ ସବୁଜ ପତାକା ପ୍ରଦର୍ଶନ କରାଇ ଶୁଭାରମ୍ଭ କରାଇବା ସହିତ ଅନେକ ରେଳ ପ୍ରକଳ୍ପକୁ ଦେଶ ପାଇଁ ଉତ୍ସର୍ଗ କରାଇବେ ଓ ଉଦ୍ଘାଟନ କରିବେ । ପ୍ରାୟ ୧୨:୧୫ ସମୟରେ ପ୍ରଧାନମନ୍ତ୍ରୀ ନବ ନିର୍ମିତ ଅଯୋଧ୍ୟା ବିମାନବନ୍ଦରର ଉଦଘାଟନ କରିବେ ଏବଂ ଅପରାହ୍ନ ୧ ଟା ସମୟରେ ପ୍ରଧାନମନ୍ତ୍ରୀ ଏକ ସାଧାରଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଯେଉଁଠାରେ ସେ ୧୫,୭୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଭିତିପ୍ରସ୍ତର ଦେବା ସହିତ ପ୍ରକଳ୍ପ ଗୁଡିକର ଉଦଘାଟନ ଓ ଦେଶକୁ ସମର୍ପିତ କରାଇବେ । ଏଥିରେ ଅଯୋଧ୍ୟା ଏବଂ ଏହାର ଆଖପାଖ ଅଞ୍ଚଳର ବିକାଶ ପାଇଁ ପ୍ରାୟ ୧୧,୧୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଏବଂ ଉତରପ୍ରଦେଶର ଅନ୍ୟାନ୍ୟ ପ୍ରକଳ୍ପ ସହ ପ୍ରାୟ ୪୬୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଅନ୍ତର୍ଭୁକ୍ତ ।

ଅତ୍ୟାଧୁନିକ ବିମାନ ବନ୍ଦରର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ୧୪୫୦ କୋଟିରୁ ଅଧିକ ମୂଲ୍ୟରେ ବିକଶିତ ହୋଇଛି । ବିମାନବନ୍ଦରର ଟର୍ମିନାଲ୍ ବିଲ୍ଡିଂର କ୍ଷେତ୍ର ୬୫୦୦ ବର୍ଗ ମିଟର ହେବ, ଯାହା ବାର୍ଷିକ ପ୍ରାୟ ୧୦ ଲକ୍ଷ ଯାତ୍ରୀଙ୍କୁ ସେବା କରିବା ପାଇଁ ସଜ୍ଜିତ । ଟର୍ମିନାଲ୍ ବିଲଡିଂର ମୁଖରେ ଅଯୋଧ୍ୟା ର ଆଗାମୀ ଶ୍ରୀ ରାମ ମନ୍ଦିରର ସ୍ଥାପତ୍ୟ ଚିତ୍ରିତ ହୋଇଛି । ଟର୍ମିନାଲ୍ ବିଲ୍ଡିଂର ଭିତର ଭାଗକୁ ଭଗବାନ୍ ଶ୍ରୀ ରାମଙ୍କ ଜୀବନକୁ ଚିତ୍ରିତ କରୁଥିବା ସ୍ଥାନୀୟ କଳା, ଚିତ୍ର ଏବଂ ମୂର୍ତିରେ ସଜାଯାଇଛି । ଅଯୋଧ୍ୟା ବିମାନବନ୍ଦରର ଟର୍ମିନାଲ୍ ବିଲ୍ଡିଂରେ ଇନସୁଲେଟେଡ୍ ଛାତ ପ୍ରଣାଳୀ, ଏଲଇଡି ଆଲୋକୀକରଣ, ବର୍ଷା ଜଳ ଅମଳ, ଝରଣା ସହିତ ଲ୍ୟାଣ୍ଡସ୍କେପ୍, ୱାଟର ଟ୍ରିଟମେଂଟ ପ୍ଲାଂଟ, ସ୍ୱେରେଜ୍ ଟ୍ରିଟମେଂଟ ପ୍ଲାଂଟ, ସୋଲାର ବିଦ୍ୟୁତ୍ ପ୍ଲାଂଟ ଏବଂ ଅନ୍ୟାନ୍ୟ ବୈଶିଷ୍ଟ୍ୟଗୁଡିକ ମଧ୍ୟ ରହିଛି ଯାହାକି ଗୃହ – ୫ ତାରକା ମୂଲ୍ୟାୟନ ଅଟେ । ଏହି ବିମାନବନ୍ଦର ଏହି ଅଂଚଳରେ ସଂଯୋଗକୁ ଉନ୍ନତ କରିବ, ଯାହା ପର୍ଯ୍ୟଟନ, ବ୍ୟବସାୟିକ କାର୍ଯ୍ୟକଳାପ ଏବଂ ନିଯୁକ୍ତି ସୁଯୋଗରେ ବୃଦ୍ଧି ପାଇବ ।

ସେହିପରି ପୁନର୍ବିକଶିତ ଅଯୋଧ୍ୟା ରେଳ ଷ୍ଟେସନର ପ୍ରଥମ ପର୍ଯ୍ୟାୟ – ଅଯୋଧ୍ୟା ଧାମ ଜଙ୍କସନ ରେଳ ଷ୍ଟେସନ କୁ ୨୪୦ କୋଟିରୁ ଅଧିକ ମୂଲ୍ୟରେ ବିକଶିତ କରାଯାଇଛି । ତିନି ମହଲା ଆଧୁନିକ ରେଳ ଷ୍ଟେସନ୍ ବିଲ୍ଡିଂରେ ଲିଫ୍ଟ, ଏସ୍କାଲେଟ,ର୍ ଫୁଡ୍ ପ୍ଲାଜା, ପୂଜା ଆବଶ୍ୟକତା ପାଇଁ ଦୋକାନ, ବସ୍ତ୍ର କୋଠରୀ, ଶିଶୁ ଯତ୍ନ କକ୍ଷ, ଅପେକ୍ଷା ହଲ୍ ଭଳି ସମସ୍ତ ଆଧୁନିକ ବୈଶିଷ୍ଟ୍ୟ ରହିଛି । ଷ୍ଟେସନ ବିଲଡିଂ ‘ସମସ୍ତଙ୍କ ପାଇଁ ଉପଲବ୍ଧ’ ଏବଂ ‘ଆଇଜିବିସି ସାର୍ଟିଫିକେଟ୍ ଗ୍ରୀନ୍ ଷ୍ଟେସନ୍ ବିଲଡିଂ’ ହେବ ।

ଅଯୋଧ୍ୟା ଧାମ ଜଙ୍କସନ ରେଳ ଷ୍ଟେସନରେ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶର ଏକ ନୂତନ ବର୍ଗର ସୁପରଫାଷ୍ଟ ଯାତ୍ରୀବାହୀ ଟ୍ରେନ୍ – ଅମୃତ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ପ୍ରଦର୍ଶନ କରାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଅମୃତ ଭାରତ ଟ୍ରେନ୍ ହେଉଛି ଏକ ଅଣ ଶୀତତାପ ନିୟନ୍ତ୍ରିତ କୋଚ୍ ଯାହାକି ଏଲଏଚବି କୋଚ ସହିତ ପୁସ୍ ପୁଲ ଟ୍ରେନ୍ । ଉନ୍ନତ ତ୍ୱରାନ୍ୱିତ ପାଇଁ ଏହି ଟ୍ରେନର ଉଭୟପାର୍ଶ୍ୱରେ ଲୋକୋ ଅଛି । ଏହା ରେଳ ଯାତ୍ରୀମାନଙ୍କ ପାଇଁ ସୁନ୍ଦର ତଥା ଆକର୍ଷଣୀୟ ଡିଜାଇନ୍ ସିଟ୍, ଉନ୍ନତ ଲଗେଜ୍ ର୍ୟାକ୍, ଉପଯୁକ୍ତ ମୋବାଇଲ୍ ଧାରକ ସହିତ ମୋବାଇଲ୍ ଚାର୍ଜିଂ ପଏଂଟ, ଏଲଇଡି ଲାଇଟ୍, ସିସିଟିଭି, ସର୍ବସାଧାରଣ ସୂଚନା ବ୍ୟବସ୍ଥା ଭଳି ଉନ୍ନତ ସୁବିଧା ଯୋଗାଇଥାଏ । ପ୍ରଧାନମନ୍ତ୍ରୀ ଛଅ ଟି ନୂତନ ବନ୍ଦେ ଭାରତ ଟ୍ରେନକୁ ମଧ୍ୟ ଶୁଭାରମ୍ଭ କରିବେ ।

ପ୍ରଧାନମନ୍ତ୍ରୀ ଦୁଇଟି ନୂତନ ଅମୃତ ଭରତ ଟ୍ରେନ୍ ଯଥା ଦରଭଙ୍ଗା-ଅଯୋଧ୍ୟା-ଆନନ୍ଦ ବିହାର ଟର୍ମିନାଲ୍ ଅମୃତ ଭାରତ ଏକ୍ସପ୍ରେସ ଏବଂ ମାଲଦା ଟାଉନ୍-ସାର୍ ଏମ୍ ବିଶେଶ୍ୱରାୟ ଟର୍ମିନାସ୍ (ବେଙ୍ଗାଲୁରୁ) ଅମୃତ ଭାରତ ଏକ୍ସପ୍ରେସକୁ ଶୁଭାରମ୍ଭ କରିବେ ।

ପ୍ରଧାନମନ୍ତ୍ରୀ ଛଅ ଟି ନୂତନ ବନ୍ଦେ ଭାରତ ଟ୍ରେନକୁ ମଧ୍ୟ ଶୁଭାରମ୍ଭ କରିବେ । ଏଥିମଧ୍ୟରେ ଶ୍ରୀ ମାତା ବୈଷ୍ଣ ଦେବୀ କାଟ୍ରା-ନୂଆଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ; ଅମୃତସର-ଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ; କୋଏମ୍ବାଟୁର-ବାଙ୍ଗାଲୋର କ୍ୟାଂଟ ବନ୍ଦେ ଭାରତ ଏକ୍ସପ୍ରେସ; ମାଙ୍ଗାଲୋର-ମାଡଗାଓଁ ବନ୍ଦେ ଭାରତ ଏକ୍ସପ୍ରେସ; ଜଲନା-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ଅଯୋଧ୍ୟା-ଆନନ୍ଦ ବିହାର ଟର୍ମିନାଲ ବନ୍ଦେ ଭାରତ ଏକ୍ସପ୍ରେସ ।

ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ

You Might Also Like

ଗୀତା ଜୟନ୍ତୀରେ ଶୁଭକାମନା ଜଣାଇଲେ କେନ୍ଦ୍ର ମନ୍ତ୍ରୀ
ଜାତୀୟ ପତାକା ତିରଙ୍ଗାର ଅଭିକଳ୍ପକ ପିଙ୍ଗଳୀ ଭେଙ୍କୟାଜୀଙ୍କୁ ସ୍ମରଣ କଲେ ଯୋଗୀ ଆଦିତ୍ୟନାଥ
ଏଚ୍ଏଏଲ୍ରୁ ପ୍ରଥମ ବ୍ୟାଚ୍ରେ ବାୟୁସେନାଙ୍କୁ ମିଳିବ ୨ ତେଜସ ଏମ୍କେ-୧ଏ ଯୁଦ୍ଧ ବିମାନ
ପାଇକମାଳରେ ବିଜେପିର ଜନଆକ୍ରୋଶ ସମାବେଶ – Hindusthan Samachar Odia
ଦୋହାଠାରେ ଦ୍ୱିତୀୟ ବିଶ୍ୱ ସାମାଜିକ ବିକାଶ ଶିଖର ସମ୍ମିଳନୀ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ପୁରୀ ରେଳଷ୍ଟେସନର ନାଁ ଜଗନ୍ନାଥ ଧାମ ରେଳ ଷ୍ଟେସନ୍ କରିବାକୁ ସମାଜବାଦୀ ପାର୍ଟିର ରେଳମନ୍ତ୍ରୀଙ୍କୁ ପତ୍ର
Next Article ପାଣିକୋଇଲି ଛକରେ ମରାମତି ହେଲା ଉଚ୍ଚ କ୍ଷମତା ସମ୍ପନ୍ନ ଆଲୋକ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?