• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > National > ଦିଲ୍ଲୀରେ ଏସିଆର ପ୍ରଥମ ମହିଳା କର୍କଟ କେନ୍ଦ୍ର ଆପୋଲୋ ଆଥେନା ଆରମ୍ଭ ହୋଇଛି
National

ଦିଲ୍ଲୀରେ ଏସିଆର ପ୍ରଥମ ମହିଳା କର୍କଟ କେନ୍ଦ୍ର ଆପୋଲୋ ଆଥେନା ଆରମ୍ଭ ହୋଇଛି

CliQ INDIA
Last updated: September 17, 2025 11:00 am
CliQ INDIA
Share
1 Min Read
SHARE

ନୂଆଦିଲ୍ଲୀ, ୧୫ ସେପ୍ଟେମ୍ବର (ହି.ସ.) – ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଙ୍ଗଳବାର ଦିନ ରାଜଧାନୀର ପ୍ରତିରକ୍ଷା କଲୋନୀରେ ଆପୋଲୋ ହସ୍ପିଟାଲ ଏଂଟରପ୍ରାଇଜ ଲିିମିଟେଡ଼ (ଏଏଚଇଏଲ) ଅଧିନରେ ଏସିଆର ପ୍ରଥମ ମହିଳା କର୍କଟ ହସ୍ପିଟାଲ ଆପୋଲୋ ଆଥେନା ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ସେ କହିଥିଲେ ଯେ, ଏହି କେନ୍ଦ୍ର ମହିଳାମାନଙ୍କୁ ଉଚ୍ଚମାନର ଚିକିତସା ପ୍ରଦାନ କରିବାରେ ଏକ ବିପ୍ଳବୀ ପଦକ୍ଷେପ ଯାହା କେବଳ ମହିଳାଙ୍କ କର୍କଟ ଚିକିତ୍ସା ପାଇଁ ଉତ୍ସର୍ଗୀକୃତ । ସେ କହିଛନ୍ତି ଯେ, ଆପୋଲୋ ଆଥେନା ସ୍ୱାସ୍ଥ୍ୟ ସେବାରେ ଏକ ବହୁତ ବଡ଼ ପ୍ରୟାସ । ଏହା ଏସିଆର ପ୍ରଥମ ସମର୍ପିତ କର୍କଟ ଚିକିତ୍ସା ସୁବିଧା, ଯାହା ଦିଲ୍ଲୀରେ ଆପୋଲୋ ଦ୍ୱାରା ଆରମ୍ଭ କରାଯାଇଛି । ଏହା କେବଳ ଦିଲ୍ଲୀରେ ନୁହେଁ ବରଂ ଦେଶ ଏବଂ ବିଶ୍ୱର ମହିଳାମାନଙ୍କୁ ଲାଭ ଦେବ । ସେ କହିଥିଲେ ଯେ, ଦିଲ୍ଲୀ ସରକାର ସରକାରୀ-ବେସରକାରୀ ସହଭାଗିତା ମାଧ୍ୟମରେ ଆଧୁନିକ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ ନିର୍ମାଣକୁ ପ୍ରାଥମିକତା ଦେଉଛନ୍ତି । ସରକାର ମହିଳା ସ୍ୱାସ୍ଥ୍ୟ ଉପରେ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ଏହା ଜାରି ରଖିବେ ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ

You Might Also Like

ଗାଜାରେ ହମାସର ଭାଙ୍ଗିଲା ଅଣ୍ଟା, ଆତ୍ମସମର୍ପଣ ପାଇଁ ବାଧ୍ୟ
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
2019 ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ପାଣ୍ଠି ସଂଗ୍ରହ ସର୍ଜରୀ: ନିର୍ବାଚନ ବନ୍ଧ ଉପରେ ଏକ ଦୃଷ୍ଟି
କତର କରିବ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ମଧ୍ୟସ୍ଥତା
ମହାରାଷ୍ଟ୍ରର ସତାରା ଜିଲ୍ଲାରେ ଡାକ୍ତର ଆତ୍ମହତ୍ୟା ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ଦୁବାଇକୁ ଫ୍ଲାଇଟ୍ ବନ୍ଦ ନହେବାକୁ ଚେଷ୍ଟା ଚାଲିଛି
Next Article କାଲି ଉଦଘାଟନ ହେବ ତରାବୋଇ ପାସେଞ୍ଜର ହଲ୍ଟ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026
ବିହାର ଏଆଇ ସମ୍ମିଳନୀ 2026 ପାଟନାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, କୌଶଳ ଏବଂ ଆର୍ଥିକ ଅଭିବୃଦ୍ଧିକୁ ପ୍ରଦର୍ଶିତ କରିବ
Uncategorized
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?