• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > National > ଉଜ୍ଜୟିନୀ- ରାତି 12ଟା ବେଳେ ଖୋଲିଲା ନାଗଚନ୍ଦ୍ରେଶ୍ୱର ମନ୍ଦିରର ଦ୍ୱାର, ଦର୍ଶନ ପାଇଁ ଲମ୍ବା ଲାଇନ
National

ଉଜ୍ଜୟିନୀ- ରାତି 12ଟା ବେଳେ ଖୋଲିଲା ନାଗଚନ୍ଦ୍ରେଶ୍ୱର ମନ୍ଦିରର ଦ୍ୱାର, ଦର୍ଶନ ପାଇଁ ଲମ୍ବା ଲାଇନ

CliQ INDIA
Last updated: July 29, 2025 1:56 pm
CliQ INDIA
Share
1 Min Read
SHARE

ଉଜ୍ଜୟିନୀ, 29 ଜୁଲାଇ (ହି.ସ.)

– ମଧ୍ୟପ୍ରଦେଶର

ଉଜ୍ଜୈନ ଥିବା ବିଶ୍ୱ ପ୍ରସିଦ୍ଧ ଜ୍ୟୋତିର୍ଲିଂଗ ଭଗବାନ ମହାକାଳେଶ୍ୱର ମନ୍ଦିରର ତୃତୀୟ ମହଲାରେ

ଥିବା ନାଗଚନ୍ଦ୍ରେଶ୍ୱର ମନ୍ଦିରର ଦ୍ୱାର ସୋମବାର ରାତି ୧୨ଟାରେ ଖୋଲାଯାଇଛି। ମହାନିର୍ବାଣୀ

ଅଖାଡ଼ାର ମହନ୍ତ ଭିନୀତଗିରି ମହାରାଜ ତ୍ରିକାଳ ପୂଜନ କରି ମନ୍ଦିରର ଦ୍ୱାର ଖୋଲିଥିଲେ। ଏହା ପରେ

ଭକ୍ତମାନଙ୍କ ପାଇଁ ଦର୍ଶନ ଆରମ୍ଭ ହୋଇଛି, ଯାହା ମଙ୍ଗଳବାର ରାତି ୧୨ଟା ପର୍ଯ୍ୟନ୍ତ ଅର୍ଥାତ୍ ୨୪ ଘଣ୍ଟା ଚାଲିବ।

ଭଗବାନ ନାଗଚନ୍ଦ୍ରେଶ୍ୱରଙ୍କ ଦର୍ଶନ ପାଇଁ ରାତିରେ ଭକ୍ତମାନେ ଲମ୍ବା ଲାଇନ ଲଗାଇଛନ୍ତି।

ମହାକାଳେଶ୍ୱର ମନ୍ଦିର କମିଟିର

ପ୍ରଶାସକ ପ୍ରଥମ କୌଶିକ କହିଛନ୍ତି ଯେ, ଶ୍ରୀ ନାଗଚନ୍ଦ୍ରେଶ୍ୱର ମନ୍ଦିରର ଦ୍ୱାର ପ୍ରତିବର୍ଷ କେବଳ ଥେର, ନାଗପଞ୍ଚମୀ ଦିନ ୨୪ ଘଣ୍ଟା ପାଇଁ ଖୋଲାଯାଏ। ଭକ୍ତମାନେ ମଙ୍ଗଳବାର

ରାତି ୧୨ଟା ପର୍ଯ୍ୟନ୍ତ ଦର୍ଶନ କରିପାରିବେ। ଏଠାରେ ନାଗପଞ୍ଚମୀ ଦିନ ୧୨ଟାରେ ପୁଣି

ମହାନିର୍ବାଣୀ ଅଖାଡ଼ା ପକ୍ଷରୁ ପୂଜା କରାଯିବ। ତା’ପରେ ସନ୍ଧ୍ୟାବେଳେ ଭଗବାନ ମହାକାଳଙ୍କ ଆରତି ଶେଷରେ ପୁଜାରୀମାନେ ଓ

ପୁରୋହିତମାନେ ଶେଷ ପୂଜନ କରିବେ। ଏହା ପରେ ରାତି ୧୨ଟାରେ ମନ୍ଦିରରେ ଆରତି ହେବ ଏବଂ ଦ୍ୱାର

ପୁଣି ବନ୍ଦ କରାଯିବ।

—————

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା

You Might Also Like

ମୁସଲିମ ଲିଗ୍ ଜମ୍ମୁ କଶ୍ମୀର ସଙ୍ଗଠନକୁ ବେଆଇନ ଘୋଷଣା କଲା କେନ୍ଦ୍ର
ଅନୁରାଗ ଠାକୁରଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଯୋଗୀ ଆଦିତ୍ୟନାଥ
ଜୁଆରି ସେତୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଗୋଆବାସୀଙ୍କୁ ଅଭିନନ୍ଦନ ଜଣାଇଲେ
ଶ୍ରୀ ସତ୍ୟସାଇ ବାବାଙ୍କ ଶତାବ୍ଦୀ ସାର୍ବଭୌମିକ ପ୍ରେମ, ଶାନ୍ତି ଓ ସେବାର ଉତ୍ସବ- ପିଏମ ମୋଦି
ନେପାଳ ଏୟାରଲାଇନ୍ସ ମାନଚିତ୍ର ବିବାଦ: ଜମ୍ମୁ କାଶ୍ମୀର ଭୁଲ ଉପସ୍ଥାପନା ପରେ କୂଟନୈତିକ ପ୍ରତିକ୍ରିୟା

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ବୁଦ୍ଧେଶ୍ୱର ମନ୍ଦିରରେ କାଉଡ଼ିଆଙ୍କ ପ୍ରବଳ ଭିଡ
Next Article ଓଡ଼ିଶାରେ ଆୟୋଜିତ ହେଲା ପଂଚଜନ୍ୟର ‘ସୁଶାସନ ସମ୍ବାଦ- ଓଡ଼ିଶା କୀ ଉଡାନ୍’ କାର୍ଯ୍ୟକ୍ରମ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?