• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > National > ଇଣ୍ଡିଆ ଗେଟ୍ ଆଖପାଖ ଅଞ୍ଚଳ ବିଷାକ୍ତ କୁହୁଡ଼ିର ଘନ ଚାଦର
National

ଇଣ୍ଡିଆ ଗେଟ୍ ଆଖପାଖ ଅଞ୍ଚଳ ବିଷାକ୍ତ କୁହୁଡ଼ିର ଘନ ଚାଦର

CliQ INDIA
Last updated: November 12, 2025 7:51 pm
CliQ INDIA
Share
1 Min Read
SHARE

ନୂଆଦିଲ୍ଲୀ ,୧୨ ନଭେମ୍ବର (ହି.ସ)- ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ ଆଜି ମଧ୍ୟ ପ୍ରାୟତଃ ଅପରିବର୍ତ୍ତିତ ରହିଛି। ସକାଳେ ଇଣ୍ଡିଆ ଗେଟ୍

ଏବଂ କର୍ତ୍ତବ୍ୟ ପଥ ଆଖପାଖ ଅଞ୍ଚଳ ବିଷାକ୍ତ କୁହୁଡ଼ିର ଘନ ଚାଦରରେ ଘୋଡ଼ାଇ ହୋଇ ରହିଥିଲା।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ, ଏହି ଅଞ୍ଚଳରେ ବାୟୁ

ଗୁଣବତ୍ତା ସୂଚକାଙ୍କ ୪୦୮ ଥିଲା, ଯାହା ଗମ୍ଭୀର

ବର୍ଗରେ ରହିଛି।ପୂର୍ବରୁ ଦିଲ୍ଲୀରେ ମଙ୍ଗଳବାର ଦିନ, ଦିଲ୍ଲୀର ବାୟୁ

ଗୁଣବତ୍ତା ପ୍ରଥମ ଥର ପାଇଁ ଗମ୍ଭୀର ବର୍ଗରେ ପହଞ୍ଚିଥିଲା। ହାରାହାରି ବାୟୁ ଗୁଣବତ୍ତା

ସୂଚକାଙ୍କ ୪୨୫ ରେକର୍ଡ କରାଯାଇଥିଲା। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି ତଥ୍ୟ

ପ୍ରକାଶ କରିଛି। ରାଜଧାନୀରେ ବାୟୁ ଗୁଣବତ୍ତା ଏହି ସ୍ତରକୁ ପହଞ୍ଚିବା ପାଇଁ ସ୍ଥିର ପାଗ

ପରିସ୍ଥିତି ଏବଂ ସ୍ଥାନୀୟ ନିର୍ଗମନ ଦାୟୀ ବୋଲି ବିଶ୍ୱାସ କରାଯାଉଛି। ବୋର୍ଡ ଅନୁଯାୟୀ, ଗତ ବର୍ଷ ଡିସେମ୍ବରରେ ଦିଲ୍ଲୀର ବାୟୁ ଗୁଣବତ୍ତା ଏତେ

ଖରାପ ହୋଇଥିଲା।କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି ଅନୁଯାୟୀ,ବାୟୁ ଗୁଣବତ୍ତା ସୁଚକାଙ୍କ ୪୦୧ ରୁ ୫୦୦

ମଧ୍ୟରେ ଗମ୍ଭୀର ବୋଲି ବିବେଚନା କରାଯାଏ। ଏହା ସୁସ୍ଥ ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ

ପ୍ରଭାବିତ କରିପାରେ ଏବଂ ପୂର୍ବରୁ ବେମାର ଥିବା ଲୋକଙ୍କ ଗମ୍ଭୀର ଶ୍ୱାସକ୍ରିୟା ସମସ୍ୟା ସୃଷ୍ଟି

କରିପାରେ। ନଭେମ୍ବର ମାସରେ ଥଣ୍ଡା ବୃଦ୍ଧି ପାଇବା ସହିତ, ବିଷାକ୍ତ ବାୟୁ

ଲୋକଙ୍କ ପାଇଁ ନିଶ୍ୱାସ ନେବା କଷ୍ଟକର ହୋଇପଡ଼ିଛି।

—————

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା

You Might Also Like

ସାମ ପିତ୍ରୋଦାଙ୍କ ଟିପ୍ପଣୀ ଉପରେ ବିଜେପିର ଓଲଟା ଜବାବ କହିଲେ- କଂଗ୍ରେସର ମଡେଲ ଲୁଟ୍ କର, ଜୀବନ ସହିତ, ଜୀବନ ପରେ ମଧ୍ୟ
ସୋନା ରେକର୍ଡ ଉଚ୍ଚତାରେ, ₹1.51 ଲକ୍ଷ ସ୍ପର୍ଶ କଲା, ରାଲି ମଧ୍ଯରେ ରୂପା ମୂଲ୍ଯ ବୃଦ୍ଧି
ଭାରତୀୟ ରେଳବାଇ ମାଲ ପରିବହନରେ ରଚିଲା ଇତିହାସ : ଆର୍ଥିକ ବର୍ଷ ୨୦୨୫-୨୬ ରେ ଅତିକ୍ରମ କଲା ୧ ବିଲିୟନ ଟନ୍
ମରାଙ୍ଗ ଗୋମକେ ଜୟପାଲ ସିଂହ ମୁଣ୍ଡାଙ୍କ ସ୍ମରଣ କଲେ ରାଜ୍ୟପାଳ
ଆଜି କୃଷ୍ଣ ଜନ୍ମାଷ୍ଟମୀ , ଭକ୍ତଙ୍କ ଉତ୍ସାହ ମଧ୍ୟରେ ମନ୍ଦିରରେ ଆକର୍ଷଣୀୟ ସାଜସଜ୍ଜା

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ମଦନ ମୋହନ ମାଲବୀୟଙ୍କୁ ନମନ କଲେ ମୁଖ୍ୟମନ୍ତ୍ରୀ
Next Article ଆଜି ପ୍ରଥମାଷ୍ଟମୀ – Hindusthan Samachar Odia
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?