
ନାଗପୁର, , 24 ଅକ୍ଟୋବର (ହି.ସ.)– ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବିଜୟ ଦଶମୀ କାର୍ଯ୍ୟକ୍ରମ ଆଜି ନାଗପୁରର ରେଶମବାଗ ମୈଦାନରେ ଅନୁଷ୍ଠିତ ହେବ । ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ପଦ୍ମଶ୍ରୀ ଶଙ୍କର ମହାଦେବନ ନାଗପୁର ପହଂଚି ସାରିଛନ୍ତି । ଏହି କାର୍ଯ୍ୟକ୍ରମରେ ସଂଘର ସର ସଂଘଚାଳକ ମୋହନ ଭାଗବତ ସ୍ୱୟଂସେବକ ମାନଙ୍କୁ ପାଥେୟ ଦେବେ ।
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
