ନୂଆଦିଲଲୀ, 07 ଜାନୁଆରୀ – ଅହମ୍ମଦାବାଦର ଆକର୍ଷଣୀୟ ପୁଷ୍ପ ପ୍ରଦର୍ଶନୀ ମଧ୍ୟ ନୂଆ ଭାରତରବିକାଶ ଯାତ୍ରାର ଚମତ୍କାର ଝଲକ ଦେଖାଏ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀନରେନ୍ଦ୍ର ମୋଦୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଅହମ୍ମଦାବାଦର ଏହି ପୁଷ୍ପ ପ୍ରଦର୍ଶନୀ ପ୍ରତ୍ୟେକଙ୍କ ମନ ମୋହିବାଭଳି । ଏଠାରେ ନୂଆ ଭାରତର ବିକାଶ ଯାତ୍ରାର ଝଲକ ମଧ୍ୟ ବେଶ୍ଆକର୍ଷିତ କରିବାକୁ ଯାଉଛି ।’
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
