ଭୁବନେଶ୍ୱର, 27 ଜାନୁଆରୀ – ଭାରତୀୟ ଜନତା ପାର୍ଟିର ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓଡିଶା ରାଜ୍ୟ ନିର୍ବାଚନ ପ୍ରଭାରୀ ଦାୟିତ୍ୱ ପାଇଥିବାରୁ ବିଜୟପାଲ ସିଂହ ତୋମର ଓ ଉତ୍ତର ପ୍ରଦେଶ ରାଜ୍ୟର ନିର୍ବାଚନ ପ୍ରଭାରୀ ଦାୟିତ୍ୱ ପାଇଥିବାରୁ ବୈଜୟନ୍ତ ପଣ୍ଡାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସଠିକ ବ୍ୟକ୍ତିଙ୍କୁ ସଠିକ ଦାୟିତ୍ୱ ଦିଆଯାଇଛି ବୋଲି ସେ ଟ୍ୱିଟ କରି କହିଛନ୍ତି ।
