ନୂଆଦିଲ୍ଲୀ, 5 ଜାନୁଆରୀ (ହି.ସ.) ମୁରଲୀ ମନୋହର ଯୋଶୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ବିଦ୍ୱାନ, ଶିକ୍ଷାବିତ, ଦେଶର ପୂର୍ବତନ ମାନବ ସଂଶାଧନ ବିକାଶ ମନ୍ତ୍ରୀ ଆଦରଣୀୟ ଡକ୍ଟର ମୁରଲୀ ମନୋହର ଯୋଶୀଙ୍କୁ ଜନ୍ମଦିନର ଶୁଭେଚ୍ଛା । ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ କାମନା କରୁଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
